• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

matric-2
ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ନେଇ ଯାଇପାରିବେନି ଶିକ୍ଷକ

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ଯେଭଳି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ନହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ଶିକ୍ଷକମାନେ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ...

lowe
ବାଚସ୍ପତି ରୁଲିଂ ନେଇ ଆଜି ୯ଥର ମୁଲତବୀ ରହିଥିଲା ଗୃହ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀ ଦଳର ହଟ୍ଟଗୋଳ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ଆଜି ଗୃହ ୯ଥର ମୁଲତବୀ ହୋଇଛି। ଏହାପରେ ଅପରାହ୍ନରେ ସର୍ବଦଳୀୟ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ରୁଲିଂ କେବଳ ଗୋଟିଏ...

lagingis-750x430
ଠିକ୍‌ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗ୍‌ସ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଠିକ୍‌ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗସ। ଆଜି ଏପରି ଘଟଣା ବ୍ରହ୍ମପୁରରେ ଏକ ଇଂଲିଶ ମିଡିୟମ୍‌ ସ୍କୁଲରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସ୍କୁଲ ଅଧ୍ୟକ୍ଷ ଓ ଶିକ୍ଷୟିତ୍ରୀଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ନେଇ...

j
ମ୍ୟାଟ୍ରିକ୍‌ ପରୀକ୍ଷା ଆଉ ୩ଦିନ: ପିଲାଙ୍କ ପାଇଁ ଏବେ ଆସୁଛି ବହି

ଭୁବନେଶ୍ୱର: ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ କେହି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ମିଶନ୍‌ ଜିରୋ ଫେଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ହାତରେ ୩ ଦିନ ସମୟ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ୍‌ ସେଣ୍ଟରକୁ...

kd
କଳ୍ପନାଙ୍କୁ ହତ୍ୟା କରିବାରେ ଅନୁପଙ୍କୁ କିଭଳି ସାହାଯ୍ୟ କରିଥିଲେ ଡ୍ରାଇଭର୍‌ ବର୍ଦ୍ଧନ

ସମ୍ବଲପୁର: ବହୁ ଚର୍ଚ୍ଚିତ ହମିର୍‌ପୁର ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇ ନେଇଛି ରାୟଗଡ଼ ପୁଲିସ। ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ରେ ଅନୁପଙ୍କ ସବୁଠୁ ବିଶ୍ୱସ୍ତ କୁହାଯାଉଥିବା ବର୍ଦ୍ଧନଙ୍କ ବୟାନ ବେଶ୍ ଗୁରୁତ୍ୱ ରଖୁଥିବାରୁ ତାଙ୍କୁ...

rama
କଂଗ୍ରେସ ନେତା ସିଦ୍ଦରମୈୟାଙ୍କୁ ଅଟକ ରଖିଲା ପୁଲିସ୍

କର୍ଣ୍ଣାଟକା: ରାଜ୍ୟରେ ପୋଲିସର ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ବେଙ୍ଗଳୁରୁରେ କଂଗ୍ରେସର ଆନ୍ଦୋଳନ ଚାଲିଥିବାବେଳେ ବିରୋଧୀ ଦଳ ନେତା ସିଦ୍ଦରମୈୟାଙ୍କୁ ଅଟକ ରଖିଛି ପୋଲିସ। ବରିଷ୍ଠ କଂଗ୍ରେସ ନେତା ଦୀନେଶ ଗୁଣ୍ଡୁରାଓଙ୍କ ସମେତ ଅନ୍ୟ ନେତାଙ୍କୁ ଅଟକ ରଖିଛି ପୋଲିସ। ଆନ୍ଦୋଳନବେଳେ ଗୁଣ୍ଡୁ ରାଓ ବେଙ୍ଗଳୁରୁ ଗ୍ରାମାଞ୍ଚଳ ସାଂସଦ...

javed-kar
'କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ କହି ନାହିଁ': ଜାଭଡ଼େକର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର। ଫେବ୍ରୁଆରି ୩ରେ ଦିଲ୍ଲୀ ନିର୍ବାଚନ ପ୍ରଚାର ପୂର୍ବରୁ ଜାଭଡ଼େକର ଦେଇଥିବା ବୟାନକୁ ଏବେ ସେ ନିଜେ ଖଣ୍ଡନ କରିଛନ୍ତି। ପ୍ରଥମତଃ ସେ ଏଭଳି କିଛି କହିନାହାନ୍ତି, ଦ୍ୱିତୀୟରେ ଦିଲ୍ଲୀରେ...

d
ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୧ ମୃତ ଅନ୍ୟ ଜଣେ ଗୁରୁତର

କଟକ: ବାଙ୍କୀ ବୈଦେଶ୍ୱର ଥାନା ଯୋକଲାଞ୍ଜିଠାରେ ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।  ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ଅପରାହ୍ନ ପ୍ରାୟ...

low
କୁନି ଛାତ୍ରଙ୍କ ଉପରେ ସ୍କୁଲ୍‌ର ବୋଝ; ୩ କିମି ବୋହି ବୋହି ଆଣିଲେ ସବୁ ବହି

ବାଲେଶ୍ୱର: ଛୋଟ ଛୋଟ ପିଲାମାନଙ୍କ ଉପରେ ସ୍କୁଲର ସମସ୍ତ ବହି ବୋଝ। ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି ସାଇକେଲରେ ଲଦି ବହିବସ୍ତା ଆଣିଲେ ୩ ଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ସତ୍ୟବାଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।   ଏଭଳି ଘଟଣାକୁ...

lo
କାଠ ବୋଝେଇ ଟ୍ରକ୍‌ ଯାଉଥିଲା; ଚଢ଼ାଉ କଲା ବେଳେ ବାହାରିଲା...

ନୟାଗଡ଼: କାଠ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଚୋରା ଚାଲାଣ ବେଳେ ଧରା ପଡ଼ିଲା ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ। ନୟାଗଡ଼ ବାଣିଗୋଚ୍ଛା ନିକଟରୁ ଗଞ୍ଜେଇ ବୋଝେଇ ଟ୍ରକ୍‌କୁ ଜବତ କରିଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଟ୍ରକ୍‌ରେ ପ୍ରାୟ ଗୋଟିଏ ଟନ୍ ଓଜନର...

Bhuj
ହଷ୍ଟେଲ୍‌ରେ ଛାତ୍ରୀମାନଙ୍କୁ ଉଲଗ୍ନ କରାଇବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର: ଗୁଜରାଟ ଭୂଜର ଶ୍ରୀ ସହଜାନନ୍ଦ ଗାର୍ଲସ ଇନଷ୍ଟିଟ୍ୟୁଟ୍ ହଷ୍ଟେଲରେ ଛାତ୍ରୀମାନଙ୍କୁ ଉଲଗ୍ନ କରାଇବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଭୂଜ ପୋଲିସ ପକ୍ଷରୁ...

KK1
ପୁଣି ଯୁକ୍ତ-୩ ପ୍ରଶ୍ନପତ୍ର ଭାଇରାଲ୍ ସନ୍ଦେହ

ସମ୍ବଲପୁର: ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଯୁକ୍ତ ୩ ତୃତୀୟ ସେମିଷ୍ଟର ଆଜିର ଗଣିତ ପରୀକ୍ଷା ଥିବା ବେଳେ ପ୍ରଶ୍ନ ଲିକ୍ ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଆଜି ଦିନ ଗୋଟାଏରୁ ୪ଟା ମଧ୍ୟରେ ପରୀକ୍ଷା ହେବାର ଥିଲା। ହେଲେ ତାପୂର୍ବରୁ...

cricket
ରଣଜୀ ଟ୍ରଫି କ୍ୱାର୍ଟ ଫାଇନାଲ୍‌ରେ ଓଡ଼ିଶା ଟିମ୍

ଭୁବନେଶ୍ୱର: ରଣଜୀ ଟ୍ରଫି କ୍ୱାର୍ଟରେ ପହଞ୍ଚିଲା ଓଡ଼ିଶା ଟିମ୍। ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚକୁ ଡ୍ର କରି ଦଳ ଏହି ସଫଳତା ପାଇଛି। ଏଥର ପୂରା ରଣଜୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଓଡ଼ିଶା ଟିମ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଲିଟ୍ ଗ୍ରୁପ ସି ରୁ ଦୁଇଟି ଟିମ୍...

2-killed-10-critical-as-bus-overturns-in-Odishas-Nabarangpur-750x430
ବସ୍‌ ଆଗକୁ ଗାଈ ଚାଲିଆସିବାରୁ ଓଲିଟା ପଡ଼ିଲା ବସ୍‌

ନବରଙ୍ଗପୁର: ଓଲିଟିଲା ବସ୍। ସାମ୍ନାକୁ ଗୋଟିଏ ଗାଈ ଚାଲି ଆସିବାରୁ ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ଜେକେ ବସ୍‌ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ଓଲଟି ପଡ଼ିଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଗୁରୁତର ହୋଇଛନ୍ତି। ଆଜି ପ୍ରାୟ ସାଢ଼େ ୧୨ଟା ବେଳେ  ଘଟିଛି ଏହି...

kk
ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣି ଧାରଣା ଦେଲା କଂଗ୍ରେସ

ଭୁବନେଶ୍ୱର: ମହାମହିମ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣି ରାଜଭବନ ସମ୍ମୁଖରେ ଧାରଣା ଦେଲା କଂଗ୍ରେସ। ରାଜ୍ୟପଳ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରତିନିଧି ଭଳି କାମ କରୁଛନ୍ତି। ଏଥିପାଇଁ ସେ କଂଗ୍ରେସ ପ୍ରତିନିଧି ଦଳକୁ ରାଜଭବନ ଭିତରକୁ ଛାଡୁନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ଅନୁସୂଚିତ ଜାତି, ଜନଜାତି ଓ...

traffic
ଟ୍ରାଫିକ୍‌ ଟ୍ରାଜେଡି; ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ର ପାଠ ପଢ଼ାଇଲେ ସିପି

ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଶିଶୁର ଜୀବନ ଯିବା ଅଭିଯୋଗ ଘଟଣାରେ କିଏ ସତ କହୁଛି? ସେଦିନ କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଲା ବୋଲି ମୃତ ଶିଶୁର ବାପା କହିଥିବା ବେଳେ ଆଜି କମିଶନରେଟ୍‌ ପୁଲିସ ଟ୍ୱିଟ୍‌ରେ କିନ୍ତୁ ଅଲଗା କଥା...