ଭୁବନେଶ୍ୱର: ପରଲୋକରେ ଓଡ଼ିଶା ସାହିତ୍ୟର ଧୁରିଣ ସିପାହୀ ଯୁଗଳ କିଶୋର ଦତ୍ତ। ଓଡ଼ିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ ଲେଖକ ତଥା ପ୍ରସିଦ୍ଧ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କର ଆଜି ୯୨ ବର୍ଷରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିଲେ। ଶ୍ରୀଯୁକ୍ତ ଦତ୍ତ ଓଡ଼ିଆ...
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ଶୈବପୀଠ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ମହାଦୀପ ଦର୍ଶନ ଦର୍ଶନ କରିଛନ୍ତି। ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର।...
ଭୁବନେଶ୍ୱର: ଆସନ୍ତାକାଲି ଓଟିଭିର ଦଶମ ବାର୍ଷିକ କନଭେନସନ ଫୋରସାଇଟ୍ ଆୟୋଜିତେ ହେବ। ଏଥିରେ ରାଜନୀତି, ଅର୍ଥନୀତି, ସଂସ୍କୃତି ସହ ଜଡ଼ିତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ହେବ ବିତର୍କ ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ।...
ଭୁବନେଶ୍ୱର: ମ୍ୟାଟ୍ରିକ୍ ବିଭ୍ରାଟ୍ ରୋକିବାକୁ ବାଟ ଖୋଜୁଛି ବୋର୍ଡ। ପ୍ରଶ୍ନପତ୍ର ଭାଇରାଲରେ ରୋକ ଦେବାକୁ ଗଣଶିକ୍ଷା ବିଭାଗ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗୁରୁବାର ବୋର୍ଡ କର୍ତ୍ତୃପକ୍ଷ, ରାଜ୍ୟର ସମସ୍ତ ବିଇଓ ଓ ଡିଇଓଙ୍କୁ ଭିଡିଓ କନଫରେନ୍ସିଂରେ...
ଖୋର୍ଦ୍ଧା: ମାଲିକ ପ୍ରତି ବିଶ୍ୱସ୍ଥତା ଦେଖାଇ କେବେ ବିପଦ ସମୟରେ ବନ୍ଧୁ ସାଜିଛି ତ ଆଉ କେବେ ଆସନ୍ନ ବିପଦରୁ ରକ୍ଷା କରିଛି। ସେଥିପାଇଁ ତ କୁକୁରକୁ ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ସେହି ବିଶ୍ୱସ୍ତ ପ୍ରାଣୀର ଆଉ ଏକ ଅବିଶ୍ୱସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି...
ଭୁବନେଶ୍ୱର: ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନଗୁଡ଼ିକରେ ଏବେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପରିବର୍ତ୍ତେ ହିନ୍ଦୀ ଭାଷା ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକ...
ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଯୋଗାଇ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର। ପୂର୍ବରୁ ଏହି ଜମି ଗ୍ରହଣକୁ ନେଇ ବିବାଦ ଚାଲଥିବା ବେଳେ ଆଜି ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ଜମିକୁ ଗ୍ରହଣ କରି...
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଅବସରରରେ ଚଳଚଂଚଳ ସମସ୍ତ ଶୈବପୀଠ। ଜାଗର ଯାତ୍ରା ଲାଗି ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାଲିକପିଳେଶ୍ୱର ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଏହି ପୀଠକୁ। ମହାଦେବଙ୍କ ଦର୍ଶନ କରିବା...
ପୁରୀ: ମହାଶିବରାତ୍ରିରେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାଦେବଙ୍କ ୧୧ଟି ପ୍ରତିମା ପ୍ରଦର୍ଶନ କରାଯାଇଛି। ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୧୦ ଟନ୍ ବାଲିଲେ ଏହି କଳାକୃତି ନିର୍ମାଣ ହୋଇଛି। ୧୫ ଜଣ ଛାତ୍ରଛାତ୍ରୀ...
ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ସହର ଗାୟତ୍ରୀ ବିହାର ଅଞ୍ଚଳରୁ ଗତକାଲି ନିଖୋଜ ହୋଇଯାଇଥିବା ତିନି ଜଣ ଛାତ୍ରୀଙ୍କୁ ଆଜି ପୁଲିସ୍ ଏକ ମନ୍ଦିର ନିକଟରୁ ଉଦ୍ଧାର କରିଛି। ଏଥିସହିତ ସେମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ସୂଚନା ଅନୁସାୟୀ, ଗତକାଲି ଗାୟତ୍ରୀ...
ଗଞ୍ଜାମ: ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଫ୍ୟାନ୍ଙ୍କର ଏ କି ପାଗଳପଣ। ଏମିତି ଉତ୍ସାହ ହେଲେ ଚେୟାର୍ ଟେବୁଲ୍ ଫିଙ୍ଗା ଫୋପଡ଼ା କଲେ। ଶେଷରେ ସ୍ଥିତି ଏମିତି ହେଲା ଯେ ଉକ୍ତ ସ୍ଥାନରେ ମାତ୍ର ୧୫ ମିନିଟ୍ ରହି ଚାଲିଆସିଲେ ଅଭିନେତ୍ରୀ। ଅଭିନେତ୍ରୀ ଶୀତଲଙ୍କୁ ଦେଖିବା ପାଇଁ ଏଭଳି କାଣ୍ଡ...
ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ୨୩ ରୁ ୨୬ ତାରିଖ ଯାଏଁ ବର୍ଷା ହେବ। ଏପରିକି ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ୨୩ରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର...
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦। ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ୟୁନିଭର୍ସିଟିରେ ଗେମ୍ସ ପାଇଁ ଉଭୟ ଭୁବନେଶ୍ୱର ଓ କଟକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି କଟକ ଇଣ୍ଡୋର ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ...
ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ ନେଇ ନାନା ଅଭିଯୋଗ ଆସିବା ପରେ କଠୋର ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ମାଟ୍ରିକ୍ ପରୀକ୍ଷାର ଅବଶିଷ୍ଟାଂଶ ବିଷୟର ପରୀକ୍ଷା ଗୁଡ଼ିକରେ ଯେଭଳି ସ୍ୱଛତା ଅଣାଯାଇପାରିବ, ସେନେଇ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏବଂ...