• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

hockey-3
ଜାତୀୟ ପୁଲିସ୍ ହକି ଖେଳାଳିଙ୍କ ଦେହାନ୍ତ

ଭୁବନେଶ୍ୱର : ରାଜଗାଙ୍ଗପୁର ରେଙ୍ଗାଲବାହାରର ଜାତୀୟ ପୁଲିସ୍ ହକି ଖେଳାଳି ଗ୍ରାବିଏଲ ଖାକା (୫୪)ଙ୍କ କର୍କଟ ଜନିତ ରୋଗରେ ଶୁକ୍ରବାର ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲରେ ପରଲୋକ ହୋଇଛି। ଗ୍ରାବିଏଲଙ୍କ ଦେହାନ୍ତ ସମୟରେ ତାଙ୍କ ପାଖରେ ତାଙ୍କର ସ୍ତ୍ରୀ ଓ ପୁଅ ଏବଂ ଝିଅ ଉପସ୍ଥିତ ଥିଲେ। ଗାବ୍ରିଏଲ୍ ଜଣାଶୁଣା...

Bhuj
କଲେଜ୍‌ରେ ଛାତ୍ରୀଙ୍କୁ ଅନ୍ତଃର୍ବସ୍ତ୍ର ଖୋଲି ଋତୁସ୍ରାବର ପ୍ରମାଣ ଦେବାକୁ ପଡ଼ିଲା

ଭୁଜ୍‌: ଗୁଜରାଟର ଏକ କଲେଜ୍‌ରେ ୬୮ ଜଣ ଛାତ୍ରୀଙ୍କୁ ଅନ୍ତର୍ବସ୍ତ୍ର ଖୋଲି ଋତୁସ୍ରାବ ହୋଇନଥିବା ପ୍ରମାଣ ଦେବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ସେମାନେ ଏପରି କରି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରମାଣ ଦେଇଥିବା କୁହାଯାଉଛି। ଶ୍ରୀ ସହଜାନନ୍ଦ ଗାର୍ଲ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏପରି ଘଟିଛି। ଏହି କଲେଜ୍‌ଟି କ୍ରାନ୍ତିଗୁରୁ ଶ୍ୟାମାଜୀ...

corona
ଭାରତକୁ କରୋନା ଭୟ; ସତର୍କ କଲା ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ: ଚୀନ୍‌ରେ ପ୍ରାଣଘାତୀ କରୋନା ଭୂତାଣୁରେ ମୃତ୍ୟୁସଂଖ୍ୟା ୧୫ଶହ ଟପିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ପାର ହୋଇଗଲାଣି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ହୁବାଇ ଅଂଚଳର।  ଏପଟେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ନେପାଳ,...

t
ବଜେଟ୍‌ ଅଧିବେଶନ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂରେ ଖପ୍ପା ବିରୋଧୀ; କକ୍ଷ ତ୍ୟାଗ କଲା କଂଗ୍ରେସ୍

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ। ବିଧି ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ପ୍ରଥମେ ଦିଆଯାଇଥିଲା ଗାର୍ଡ ଅଫ ଅନର୍‌। ତେବେ ବଜେଟ୍‌ ଅଧିବେଶନ ଆରମ୍ଭରୁ...

WAMI1
ଅନୁପ ସାଏଙ୍କ ବିଷୟରେ ଏମିତି କହିଲେ କଳ୍ପନାଙ୍କ ପ୍ରଥମ ସ୍ୱାମୀ

ଭୁବନେଶ୍ୱର: ରାଜନେତାର ଖୋଳପାରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସୈତାନୀ ଚେହେରା ଏବେ ସମସ୍ତ ସାମ୍ନାକୁ ଆସିଯାଇଛି। ଅନୁପ କଳ୍ପନା ଓ ନାବାଳିକା ଝିଅ ବବ୍‌ଲୀଙ୍କୁ ହତ୍ୟା କରିଛନ୍ତି। ଅନୁପଙ୍କୁ ଏହି ଡବଲ୍ ମର୍ଡର୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଳ୍ପନାଙ୍କ ପ୍ରଥମ ସ୍ୱାମୀ ସୁନିଲ ଶ୍ରୀବାସ୍ତବ। ସେ...

anup
ଅନୁପଙ୍କୁ କେମିତି ଧରିଲା ପୁଲିସ୍; ଏହି କନଷ୍ଟେବଲ୍‌ଙ୍କର ମୁଖ୍ୟ ଭୂମିକା

ଭୁବନେଶ୍ୱର: ପୁଲିସ ଆଗରେ ମୁଣ୍ଡ ନୁଆଁଇ ଶାନ୍ତ ଆଉ ସୁଧାର ଭାବେ ଛିଡ଼ା ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି ସେହି ଅନୁପ ସାଏ, ଯାହାଙ୍କୁ ବୀଭତ୍ସ ଆଉ ବର୍ବରକାଣ୍ଡର ଖଳନାୟକ ବୋଲି ଦର୍ଶାଇଛି ଛତିଶଗଡ଼ ପୁଲିସ। ଯିଏ ଅତି ବିଭସ୍ତ ଭାବେ କଳ୍ପନା ଦାସ ଏବଂ ଝିଅ ପ୍ରଭାତୀଙ୍କୁ...

modi
ଶପଥପାଠ ଉତ୍ସବରେ ପିଏମ୍‌ ମୋଦିଙ୍କୁ ନିମନ୍ତ୍ରଣ କଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ପୂର୍ବଥର ଭଳି ଏଥର ବି ‘ଆପ୍‌’ ଦିଲ୍ଲୀରେ ବହୁମତରେ ସରକାର ଗଢ଼ିବାକୁ ଯାଉଛି। ଆସନ୍ତା ୧୬ ତାରିଖରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବ। ଏହି ଦିନ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀର ରାମଲୀଲା ମଇଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ତେବେ ତାଙ୍କ...

rr
ଶହୀନବାଗରୁ ମୋଦିଙ୍କୁ ଭାଲେଣ୍ଟାଇନ୍ସ ଆମନ୍ତ୍ରଣ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ଭାଲେଣ୍ଟାଇନ୍ସ ଡେ’ ହୋଇଥିବାରୁ ମୋଦି ଶାହୀନ ବାଗ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଏହାକୁ ପାଳନ କରନ୍ତୁ...

umr
ଓମାର ଅବଦୁଲ୍ଲାଙ୍କ ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ କାହିଁକି ଦୀର୍ଘ ୬ ମାସ ହେଲା ଅଟକ ରଖାଯାଇଛି ଏବଂ ତାଙ୍କ ନାଁରେ କାହିଁକି ପିଏସ୍‌ଏ ଲାଗୁ କରାଯାଇଛି ଏକଥା ଜାଣିବା ପାଇଁ ଆଜି କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଓମାର ଅବଦୁଲ୍ଲାଙ୍କ ଭଉଣୀ...

binya
ନିର୍ଭୟା ଦୋଷୀ ବିନୟ ଶର୍ମାର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପ୍ରଥମେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ରିଟ୍‌...

kol
ପ୍ରତୀକ୍ଷା ଓ ଜଗା ଏକ ସଫଳ ପ୍ରେମକାହାଣୀର ଉଦାହରଣ

ଯାଜପୁର: ପ୍ରେମ ଅନ୍ଧ, ପବିତ୍ର ଓ ଶାଶ୍ୱତ। ଜନ୍ମରୁ ଦୁଇଟି ହାତ ନାହିଁ ତଥାପି ଜଗନ୍ନାଥଙ୍କ ଲାଗି ସାହା ପାଲଟିଛନ୍ତି ପତ୍ନୀ ପ୍ରତୀକ୍ଷା ସେଠୀ। ୪ ବର୍ଷ ପୂର୍ବେ ଛେଳି ଚରାଉଥିବା ବେଳେ ଜଗନ୍ନାଥଙ୍କ ପ୍ରେମରେ ପଡ଼ିଥିଲେ ପ୍ରତୀକ୍ଷା। ଦିବ୍ୟାଙ୍ଗ ହେଲେ ବି ଜଗନ୍ନାଥଙ୍କୁ ନେଇ ସଂସାର ଗଢିବେ...

ganei
୨୦୨୦ରେ ୫୧ଜଣ ଜଜ୍‌ଙ୍କୁ ନିଯୁକ୍ତି ମିଳିବ: ରାଜ୍ୟପାଳ

ଭୁବନେଶ୍ୱର: ଆଜିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ମୋ ସରକାର କାର୍ଯ୍ୟକ୍ରମ କରାଯାଇଥିବା...

d
ବସ୍ତାନୀ ବୋଝ ଯାଞ୍ଚ ରିପୋର୍ଟ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ବସ୍ତାନି ବୋଝ ଯାଞ୍ଚ ରିପୋର୍ଟ ଦାଖଲ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ହୋଇଛି। ଫେବୃଆରୀ 20 ସୁଦ୍ଧା ସମସ୍ତ ଜିଲ୍ଲାର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ସ୍କୁଲ୍ ବସ୍ତାନି ବୋଝ ଗାଇଡ୍ ଲାଇନ୍...

SK
ଟ୍ରାଫିକ୍‌ ଜାମ୍‌ରେ ଶିଶୁ ମୃତ୍ୟୁ ନେଇ କମିସନରେଟ୍‌ ପୁଲିସ୍‌ଙ୍କ ଆଉ ଏକ ଟ୍ୱିଟ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍‌ରେ ଆମ୍ବୁଲାନ୍ସ ଫସି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟଣାରେ କମିଶନର ପୋଲିସଙ୍କ ଆଉ ଏକ ଟ୍ୱିଟ୍।  ସେ ଏଥିରେ ଆମ୍ବୁଲାନ୍ସର ଯିବା ସମୟ ଦର୍ଶାଇଛନ୍ତି। ସିସିଟିଭି ଚିତ୍ରକୁ ଆଧାର କରି ରାଜଭବନ ଛକ ଦେଇ କିମ୍ସ ହସ୍ପିଟାଲ ଯିବାର ସମୟ ସେ...

anup saye
ଅବୈଧ ସମ୍ପର୍କ ରଖି ଧୋକା ଦେଉଥିଲେ ଅନୁପ; ବାହା ହେବାକୁ ମନା କରି ମାଆ, ଝିଅଙ୍କୁ ମାରିଦେଲେ

ସମ୍ବଲପୁର (ସଞ୍ଜୟ ଜେନା): ଅବୈଧ ସଂପର୍କ ରଖିବା ପରେ ବାହା ହେବାକୁ ମନା କରି ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷୀୟା ନାବାଳିକା ଝିଅ ବବଲି ଦାସଙ୍କୁ ହତ୍ୟା କରିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଅନୁପଙ୍କୁ ଗତକାଲି ଗିରଫ କରାଯିବା ପରେ...