ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୋମବାର ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି। ୧୪୪ ଧାରା ଓ କର୍ଫ୍ୟୁ ପରେ ବି ସ୍ଥିତି ନ ସୁଧୁରିବାରୁ ବାଧ୍ୟହୋଇ ଦିଲ୍ଲୀ ପୁଲିସ୍ ପକ୍ଷରୁ ‘ଶୁଟ ଆଟ ସାଇଟ୍’ ବା ଦଙ୍ଗାକାରୀଙ୍କୁ...
ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପିଠି ଥାପୁଡ଼େଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରଂପ। ସିଏଏ ପ୍ରସଙ୍ଗରେ ମତ ଦେଇ କହିଛନ୍ତି ଯେ ଭାରତରେ ଧାର୍ମିକ ସ୍ୱାଧୀନତା ରହିଛି। ତେଣୁ ଏହାକୁ କିପରି ସମାଧାନ କରାଯାଇ ପାରିବ ତାହା ଭାରତ ଉପରେ ନିର୍ଭର କରେ ବୋଲି ଟ୍ରମ୍ପ କହିଛନ୍ତି।...
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଯାଏଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଲା- କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୂରଭଂଜ, ସୁନ୍ଦରଗଡ଼ ଓ ଦେବଗଡ଼।...
ବ୍ରହ୍ମପୁର: ମଦ ଦୋକାନ ଆଗରେ ଅଳିଆ ଆବର୍ଜନା ପଡ଼ିଥିବାରୁ ୨ ଲକ୍ଷ ଟଙ୍କା ତଣ୍ଡ ଗଣିଲେ ୨ଟି ମଦ ଦୋକାନ। ବ୍ରହ୍ମପୁର ରେଳଷ୍ଟେସନ ରୋଡ଼ରେ ଥିବା ଦୁଇ ମଦ ଦୋକାନୀଙ୍କୁ ଜୋରିମାନା କରିଛନ୍ତି ଖୋଦ୍ ଗଞ୍ଜାମ ଜିଲ୍ଲାପାଳ। ସୋମବାର ରାତିରେ ଜିଲ୍ଲାପାଳ ଆସିଥିବା ବେଳେ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ...
ଭୁବନେଶ୍ୱର: ରାଜଧାନୀରେ ଏବେ ବେଆଇନ୍ ପାର୍କିଂ କଲେ ପଡ଼ିବ ଡବଲ ଫାଇନ। ତା’ ସହିତ ଗାଡ଼ି ଉଠାଇବାର ଚାର୍ଜ ଟଙ୍କା ବି ଦେବେ। ଆଜିଠାରୁ କମିଶନରେଟ୍ ପୁଲିସ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ କରିଛି। ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି, ରାଜଭବନରୁ କଳାରାହାଙ୍ଗ ଛକ ମଧ୍ୟରେ...
ଭୁବନେଶ୍ୱର: ୭ ବର୍ଷ ତଳର ଲୋମଟାଙ୍କୁରା ହତ୍ୟା। ପତ୍ନୀକୁ ମାରି ୩ ଶହ ଖଣ୍ଡ କରିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର। ରାଜଧାନୀରେ ସେଦିନର ସେହି ବର୍ବରତା ବିରୋଧରେ ଆଜି ଦଣ୍ଡବିଧାନ କରିଛନ୍ତି ଭୁବନେଶ୍ୱର କୋର୍ଟ। ବୟସର ଅପରାହ୍ନରେ ଅପରାଧ ଭିଆଇଥିବା ଲେଫ୍ଟନାଣ୍ଚ କର୍ଣ୍ଣେଲ୍ ସୋମନାଥ ପରିଡ଼ାଙ୍କୁ ହୋଇଛି ଆଜୀବନ...
ନୂଆଦିଲ୍ଲୀ: ଦିଲ୍ଲୀରେ ଉଗ୍ର ହୋଇଛି ନାଗରିକତା ଆଇନ ବିରୋଧୀ ନିଆଁ। ଲଗାତାର ତୃତୀୟ ଦିନ ପାଇଁ ଅଶାନ୍ତ ରହିଛି ଉତ୍ତର ପୂର୍ବ ଦିଲ୍ଲୀ। ବିଭିନ୍ନ ସ୍ଥାନରେ ଘଟିଥିବା ସଂଘର୍ଷରେ ଆଜି ଆଉ ୩ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୫୬ ଜଣ ପୁଲିସ୍ କର୍ମଚାରୀଙ୍କ...
ନୂଆଦିଲ୍ଲୀ: ର୍ନିଭୟା ଦୋଷୀମାନଙ୍କୁ ଏକାଠି ଫାଶି ଦିଆଯିବ ନା ଅଲଗା ଅଲଗା, ସେ ନେଇ ଆସନ୍ତା ମାର୍ଚ୍ଚ ୫ ତାରିଖରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମିଳିତ ଆବେଦନ ଉପରେ ଶୁଣାଣି କରି ପରବର୍ତ୍ତୀ ଦିନ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟଙ୍କ...
ଢାକା: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର୍ ରେହମାନଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆୟୋଜନ କରିବ। ଏହି ମ୍ୟାଚ୍ ପାଇଁ ବିସିବି ଆଜି ଏସିଆ ଏକାଦଶ ଟିମର ଘୋଷଣା...
ପାଟନା: କେନ୍ଦ୍ର ସରକାର ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଙ୍କେତ ଦେବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ହେଲେ ଏବେ ବିଜେପିର ବିହାର ସହଯୋଗୀ ତଥା କ୍ଷମତାସୀନ ଜେଡିୟୁ ବିହାର ବିଧାନସଭାରେ ଆଜି ଏନଆରସି ବିରୋଧୀ ସଂକଳ୍ପ ପାରିତ କରିଛି। ଅର୍ଥାତ ବିହାରରେ କେବେ...
ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏକୁ ନେଇ ଜଳୁଥିବା ହିଂସାକାଣ୍ଡର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଆଜି ଆକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ଗୁଳିମାଡ଼ ହୋଇଛି। ସେହିପରି ଜାତୀୟ ଗଣମାଧ୍ୟମ ଏନଡିଟିଭିର ୩ ଜଣ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ...
ବେଜିଂ: କରୋନା ଭାଇରସରେ ଆକ୍ରାନ୍ତରେ ଚୀନ୍ରେ ପୁଣି ଶହେରୁ ଅଧିକ ଲୋକ ପ୍ରାଣ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୬୩ରେ ପହଞ୍ଚି ଯାଇଛି। ସେହିପରି ଆହତଙ୍କ ସଂଖ୍ୟା ୭୭ ହଜାର ଅତିକ୍ରମ କରିଛି। ଚାଇନାର ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ସୁଦ୍ଧା...
ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦରଭା ଡିଭିଜନର ମାଓ ଏରିଆ କମିଟି ସେକ୍ରେଟାରୀ କମଳୁ ବେଟ୍ଟି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ସଫନ ଅହମ୍ମଦ କେ, ବିଏସ୍ଏଫ୍ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ଏସ୍ପି ରିଷିକେଶ ଖିଲାରୀଙ୍କ...
ଭୁବନେଶ୍ୱର: ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍ରେ ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ସଜା। ଦୋଷୀ ସ୍ୱାମୀ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍। ସୋମନାଥ ୨୦୧୩ ଜୁନ୍ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ନିଜ...
ଭୁବନେଶ୍ୱର: ବର୍ଷାରେ ବେହାଲ୍ ହୋଇଛି ଓଡ଼ିଶା। ରାଜ୍ୟର ଅନେକ ସ୍ଥାନରେ ଅସମୟ ବର୍ଷା ଚାଷୀଙ୍କ ସମେତ ସାଧାରଣ ଲୋକଙ୍କୁ ନାନା ସମସ୍ୟାରେ ପକାଇଛି। ବଲାଙ୍ଗିରରେ ଗତକାଲିଠୁ ବର୍ଷା ହେଉଥିବାବେଳେ ରାତି ତମାମ ଝଡ ତୋଫାନ ହୋଇଛି। ଫଳରେ ସହରର ବିଭିନ୍ନ ଜାଗାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।...
ଭୁବନେଶ୍ୱର: ଧାନ କିଣା ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଧାନ ମଣ୍ଡି ସମସ୍ୟା ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ପ୍ରସଙ୍ଗକୁ ନେଇ ଏହି ରୁଲିଂ ଦେଇଛନ୍ତି ବାଚସ୍ପତି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ରୁଲିଂ ଦେଇ କହିଛନ୍ତି, ଧାନ କିଣା ନେଇ ସମବାୟ ମନ୍ତ୍ରୀ ବିଧାୟକଙ୍କ...
ନୂଆଦିଲ୍ଲୀ: ଦିଲ୍ଲୀରେ ସଂଗଠିତ ହିଂସା ପାଇଁ କିଛି ବାହାର ଲୋକ ହିଁ ଦାୟୀ। ସେମାନେ ଦିଲ୍ଲୀକୁ ଆସି ହିଂସାକାଣ୍ଡ ଘଟାଉଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ହିଂସା ପ୍ରବଣ ଅଞ୍ଚଳର ବିଧାୟକମାନେ। ଆଜି ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କେଜରିଓ୍ୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଯେଉଁଠି ହିଂସାକାଣ୍ଡ ଘଟିଥିବା ଅଞ୍ଚଳର ବିଧାୟକ...
ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ସ୍କୁଲ ବୁଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ। ଦକ୍ଷିଣ ଦିଲ୍ଲୀର ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିଛନ୍ତି ମେଲାନିଆ। ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀ ହାତରେ ପ୍ଲାକାଡ ଧରି ତାଙ୍କୁ ସ୍ୱାଗତ...