ଯାଜପୁର: ପ୍ରୀତିରଞ୍ଜନ ପାତ୍ରଙ୍କୁ ଦେଶ ଲାଗି ଗୌରବ ଆଣିବା ସହ ଅନ୍ତର୍ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ଲାଗି ମିଳିଛି ସୁଯୋଗ। ହେଲେ ଅର୍ଥ ତାଙ୍କ ପାଇଁ ବାଧକ ସାଜିଛି। ପାଖରେ ଅର୍ଥ ନଥିବାରୁ କେମିତି ଖେଳରେ ଭାଗ ନେବ ସେଥିପାଇଁ ଚିନ୍ତାରେ ଯାଜପୁର ଜିଲ୍ଲା ବ୍ୟାସନଗର...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ କରି ୫ ଖଣି ମାଫିଆଙ୍କୁ ଗିରଫ କରିଛି ପୁଲିସ। ଏଥିସହ ୨ ଟି ଟ୍ରାକ୍ଟର୍ ମଧ୍ୟ ଜବତ କରାଯାଇଛି। ଏହି ପାହାଡ଼ରେ ୧୪୪ ଧାରା ଲାଗଥିବା ସତ୍ତ୍ୱେ ରାତି ଅଧିଆ...
ଭୁବନେଶ୍ୱର: ବିଧାନସଭାରେ ଗୃହକୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଏଭଳି ଅଭିଯୋଗ ଉଠାଇ ଭୁବନେଶ୍ୱରରେ ଏକ ପ୍ରେସ୍ମିଟରେ ବର୍ଷିଛି କଂଗ୍ରେସ। ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛି କଂଗ୍ରେସ। ନୟାଗଡ଼। ଶରଣକୂଳ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ ଦ୍ୱାରା...
ଭଦ୍ରକ: ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଞ୍ଚଳରେ ଜଣେ ଶିଶୁକୁ ଦୁଷ୍କର୍ମ ଅଭିଯୋଗ। ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ଦାସ ନାମକ ଯୁବକକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଶିଶୁଟି ଚିତ୍କାର କରିବାରୁ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରିଥିଲେ।...
ଗଞ୍ଜାମ: ପାଳ ଘରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁକୁ ନେଇ ଶୋକପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାର ପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି। ଏହାସହ ଆହତ ଥିବା ଶିଶୁର ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ...
ଭୁବନେଶ୍ୱର: ଜୀର୍ଣ୍ଣଶୀର୍ଣ୍ଣ ଶରୀର। ନୁଖୁରା କେଶ ସାଙ୍ଗକୁ ଅସନା ବେଶଭୂଷା। କେତେବେଳେ ନିଜ ସହ ଗୁଣୁଗୁଣୁ ହେଉଥିଲେ ତ ଆଉ କେତେବେଳେ ଖବରକାଗଜ ଧରି କଣ ସବୁ ପଢ଼ି ଯାଉଥିଲେ। ପୁରୀ ବଡ଼ଦାଣ୍ଡରେ ଯିଏ ତାଙ୍କୁ ଦେଖୁଥିଲା, କହୁଥିଲା ଇଏ ଭିକାରି ନଚେତ୍ ପାଗଳ। କିନ୍ତୁ କେହି ବି...
ଭୁବନେଶ୍ୱର: ଛତିଶଗଡ଼ ହମିରପୁର କଳ୍ପନା ଦାଶ ଓ ତାଙ୍କ କୁନିଝିଅ ମର୍ଡର ମାମଲାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ଏହି ମର୍ଡରେ ଆଉ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି। ଏହାର ସୁରାକ ମିଳିଛି। ତେବେ ଏହି ତୃତୀୟ ଅଭିଯୁକ୍ତ ଜଣକ କିଏ? ତାଙ୍କୁ ଗିରଫ...
ନବରଙ୍ଗପୁର: ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଖୋଲୁଛି ଭାଇରାଲ୍ ଭିଡିଓ। ଏବେ ପରିବହନ ବିଭାଗ ଅଧିକାରୀଙ୍କ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ସ୍ଥାୟୀ ଚାକିରି କରାଇଦେବା ପାଇଁ ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର ଜଣେ ବ୍ୟକ୍ତିଙ୍କଠାରୁ ୨ଟି କିସ୍ତିରେ ୪୫ ହଜାର ଟଙ୍କା ନେଇଥିବା...
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ପାଇଁ ସବୁବେଳେ ଖାଲି ବ୍ୟବସ୍ଥାକୁ ଦୋଷ ଦେଲେ ଚଳିବନି। ଛାତ୍ର ହୁଅନ୍ତୁ କି ଅଭିଭାବକ ନିଜର ନୀତି ଓ ନୈତିକତାକୁ ବି ପ୍ରଥମେ ଦେଖିବାକୁ ପଡ଼ିବ। ଯାହାର ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ। କାମାକ୍ଷାନଗରରେ ଇଂରାଜୀ ପରୀକ୍ଷା...
ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ତଥ୍ୟ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ତିନିଟି ପ୍ରସଙ୍ଗରେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଏବେ ସରକାରଙ୍କ ପାଇଁ ବୁମେରାଂ ହୋଇଛି। ବେକାରୀରେ ଦେଶରେ ରାଜ୍ୟ ଏକ ନମ୍ବର, ୭୦ ଲକ୍ଷ ପରିବାର ଉତ୍କଟ ଗରିବୀରେ ଥିବା ଓ କାଳିଆର...
ନୂଆଦିଲ୍ଲୀ: ଭାରତ ଗସ୍ତ ଅବସରରେ ସିଏଏ ଏବଂ ଏନଆରସି ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିବା ନେଇ ଆମେରିକା ପ୍ରଶାସନ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଭାରତର ଗଣତନ୍ତ୍ର...
ନୂଆଦିଲ୍ଲୀ: ଦୋଷୀ ବିନୟ ଶର୍ମାଙ୍କ ମାନସିକ ବିକୃତି ନେଇ ହୋଇଥିବା ପିଟିସନ୍କୁ ଖାରଜ୍ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ। ବିନୟ ନିଜକୁ ମାନସିକ ବିକୃତ ଦର୍ଶାଇ ଚିକିତ୍ସା ପାଇଁ ଆବେଦନ କରିଥିଲା। ଯାହାକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଅନ୍ୟପଟେ ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଶେଷ...
ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ଛତିଶଗଡ଼ ହମିରପୁର ଡବଲ ମର୍ଡର ଘଟଣାରେ ମୃତ କଳ୍ପନା ଦାସଙ୍କ ଜଣେ ଭାଇ ଓ ଜଣେ ଭାଉଜଙ୍କୁ ନୋଟିସ୍ କରିଛି ରାୟଗଡ଼ ପୁଲିସ। ସମସ୍ତଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍ ହୋଇଥିବା ସୂଚନା ମିଳିଛି। ବ୍ରାଜରାଜନଗର ରାଜପୁରରେ ରହୁଥିବା ଭାଇ ବରୁଣ ଦାସ...
ଭଦ୍ରକ: ଜାଗର ରାତିରେ ମହାଦେବଙ୍କୁ ଦର୍ଶନ ସାରି ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ। ଭଣ୍ଡାରିପୋଖରୀର ରହଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ମହିଳା ଜାଗର ଯାତ୍ରା ପାଇଁ ଗାଁ ନିକଟ ଶିବ ମନ୍ଦିରକୁ ଯାଇଥିଲେ। ଠାକୁର...
ଭୁବନେଶ୍ୱର: AIIMSରେ ଓଡ଼ିଆ ଭାଷା ବ୍ୟବହାର ନ ହେବାକୁ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ବିଜେଡିର ଏକ ଟିମ୍। ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଆଜି ଏମ୍ସ ଯାଇ ଏହାର ନିର୍ଦ୍ଦେଶିକାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏମ୍ସ...
ଭୁବନେଶ୍ୱର: ବିମୁଦ୍ରାକରଣ ପରେ ପରେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଓଟିଭିର ଦଶମ ବାର୍ଷିକ କନଭେନସନ ଫୋରସାଇଟ୍ରେ ଯୋଗଦେଇ ଏହା କହିଛନ୍ତି CPM ମହାସଚିବ ସୀତାରାମ ୟେଚୁରୀ। ଏଥିସହ ପିଇବା ପାଣି, ନୂଆ...