• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ISSF-World-Shooting-Championships
କରୋନା ଆତଙ୍କ; ଦିଲ୍ଲୀରେ ଶୁଟିଂ ବିଶ୍ୱକପରେ ଭାଗ ନେବେନି ଏହି ୬ ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କିତ କରିଥିବା ‘କରୋନା’ ଭାଇରସ୍ ପାଇଁ ସବୁ ଚିନ୍ତିତ। କରୋନା ଭାଇରସ୍ ଭୟରେ ଚାଇନା ସମେତ ୬ ଦେଶ ଆସନ୍ତାମାସରେ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ନ୍ୟାଶନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ) ପକ୍ଷରୁ ବୁଧବାର କୁହାଯାଇଛି। ଆଇଏସଏସଏଫ୍...

njpp
ବିଜେପି ନେତାଙ୍କ ବିବାଦୀୟ ଭିଡିଓ ଦେଖାଇ ପୁଲିସ୍‌ ଓ ନେତାଙ୍କୁ ଭର୍ତ୍ସନା କଲେ କୋର୍ଟ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକୁ ନେଇ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଜେପି ନେତା କପିଲ ମିଶ୍ରା ଦେଇଥିବା ବିବାଦୀୟ ବୟାନର ଭିଡିଓ କୋର୍ଟରେ ସମସ୍ତଙ୍କୁ ଦେଖିବାକୁ ଦିଆଯାଇଥିଲା। ବିଚାରପତି ଜଷ୍ଟିସ ମୁରଲୀଧର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି...

heg
ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଓଟିଭିକୁ ବଦ୍‌ନାମ୍ କରିବାକୁ ଅପଚେଷ୍ଟା

ଭୁବନେଶ୍ୱର: ଓଟିଭି ବିରୋଧରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ ଭଳି ଭଦ୍ରକ ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠରେ ବି ଜାଗର କଭରେଜ୍ ବେଳେ, ଓଟିଭି ସୋଶାଲ୍ ମିଡିଆରେ ଜଣେ କୁନି ବ୍ରାହ୍ମଣଙ୍କ ଏକ ମଜାଦାର ଭିଡିଓ ଛଡ଼ାଯାଇଥିଲା। ଏଥିରେ ନା ଥିଲା କାହା ପ୍ରତି...

g
ଅଷ୍ଟମ ଥର ବିଜେଡି ସଭାପତି ହୋଇଥିବା ନବୀନଙ୍କ ସାମ୍ନାରେ ଏହିସବୁ ଚ୍ୟାଲେଞ୍ଜ୍

ଭୁବନେଶ୍ୱର: କ୍ରମାଗତ ଅଷ୍ଟମ ଥର ବିଜେଡି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦ ବୈଠକରେ ନବୀନଙ୍କୁ ଆଜି ସଭାପତି ଘୋଷଣା କରାଯାଇଛି। ଦଳକୁ ଆଗକୁ ନେବା ପାଇଁ ଉତ୍ତରାଧିକାରୀ ଚୟନ, ବରିଷ୍ଠ-କନିଷ୍ଠ ମଧ୍ୟରେ ସମନ୍ୱୟ ରକ୍ଷା ଓ ଦଳରେ ଥିବା ଅସନ୍ତୋଷକୁ ଦୂର କରିବା ଏବେ...

p
ପୁରୀ ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତି

ଭୁବନେଶ୍ୱର: କେମିତି ପଢୁଛନ୍ତି ଆମ ପିଲା? ସରକାରୀ ସ୍କୁଲରେ ଶିକ୍ଷା ଭିତ୍ତିଭୂମି ଯୋଗାଣରେ କେତେ ପାରିବାର ଆମ ବ୍ୟବସ୍ଥା ? କାରଣ ଅନ୍ୟ ଭିତ୍ତିଭୂମି କଥା ଛାଡ଼ନ୍ତୁ ବିଧାନସଭାରେ ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ କହୁଛି, ରାଜ୍ୟର ୯୦ଟି ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ କଳାପଟାର ବି ବ୍ୟବସ୍ଥା...

jiop
ବାପା ନୁହେଁ, ସେ ରାକ୍ଷସ

ଗଞ୍ଜାମ: ପାରିବାରିକ କଳହରୁ କରୁଣ ପରିଣତି। କ୍ରୋଧରେ ବଶବର୍ତ୍ତୀ ହେ।ଇ ନିଜ ସ୍ତ୍ରୀ ଓ ଯୁକ୍ତ ଦୁଇରେ ପଢୁଥିବା ଝିଅକୁ ଟାଙ୍ଗିଆରେ ହାଣି ମାରିବା ପରେ ନିଜେ ଆମ‍ହତ୍ୟା କଲେ  ଗଞ୍ଜାମ ଛତ୍ରପୁର ପାଲିଆରେ ବୃନ୍ଦାବନ ନାମକ ଜଣେ ବ୍ୟକ୍ତି। ଏଭଳି ଅଭିଯୋଗ କରିଛନ୍ତି ମୃତ ବୃନ୍ଦାବନଙ୍କ ବଡ଼...

f
ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ କ୍ଷୁବ୍ଧ ହେଲେ ଦିଲ୍ଲୀ କୋର୍ଟ ଓ ସୁପ୍ରିମକୋର୍ଟ; ସରକାର ଓ ପୁଲିସ ଉପରେ ବର୍ଷିଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ କ୍ଷୁବ୍ଧ ହେଲେ ଦିଲ୍ଲୀ କୋର୍ଟ ଓ ସୁପ୍ରିମକୋର୍ଟ। ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ହାଇକୋର୍ଟ ମଧ୍ୟ ଦିଲ୍ଲୀ ପୋଲିସ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏପଟେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଏହାକୁ ନେଇ...

mma
ଆମେ ରକ୍ତ ଚାହୁଁନୁ, ଶାନ୍ତି ଚାହୁଁ: ମମତା ବାନାର୍ଜୀ

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମହାପ୍ରଭୁଙ୍କୁ ଦର୍ଶନ ପରେ ମମତା କହିଛନ୍ତି “ମୁଁ ଜଗନ୍ନାଥଙ୍କର ପରମ ଭକ୍ତ, ମୋ ଘରେ ବି ଜଗନ୍ନାଥଙ୍କୁ ପୂଜା କରେ। ସମସ୍ତ ମନୁଷ୍ୟ ଜାତି ଶାନ୍ତିରେ ରହିବା ନେଇ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି। ସାରା...

student
୨୦ ମିନିଟ୍‌ ବିଳମ୍ବରେ ଆସିବାରୁ ପରୀକ୍ଷା ଦେଇପାରିଲେନି ଛାତ୍ର

ସୁବର୍ଣ୍ଣପୁର: ବିଳମ୍ବରେ ଆସିବାରୁ ପରୀକ୍ଷା ଦେଇପାରିଲେନି ପରୀକ୍ଷାର୍ଥୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଲୁତୁରପଙ୍କ କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପରୀକ୍ଷାରୁ ବଞ୍ଚିତ ହୋଇଥିବା ପରୀକ୍ଷାତ୍ରୀଙ୍କ ନାଁ ଜିତୁ କର୍ମୀ। ଜିତୁ ଆଜି ଗଣିତ ପରୀକ୍ଷା ଚାଲିଥିଲାବେଳେ ୨୦ ମିନିଟ୍ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ...

raha
ଧାନ ନେଇ ଚାଉଳ ଦେଇନାହାନ୍ତି ମିଲର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଧାନ ନେଇ ଚାଉଳ ଦେଇନାହାନ୍ତି ମିଲର। ରାଜ୍ୟର ୧୯ ଜିଲ୍ଲାରେ ୯୨ ମିଲର ଧାନ ନେଇ ଚାଉଳ ଦେଇନାହାନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୨୦୦୯-୧୦ରୁ ୨୦୧୬-୧୭ ମଧ୍ୟରେ ମିଲର ସରକାରଙ୍କୁ ଏଭଳି ଢଙ୍ଗରେ ଚୂନ ଲଗାଇଛନ୍ତି ମିଲର।...

jbn-750x430
ପରୀକ୍ଷାରେ ଫୁଲ୍‌ ମାର୍କ ୪୦, କିନ୍ତୁ ଛାତ୍ର ରଖିଛନ୍ତି ୮୭ ନମ୍ବର

ଉମରକୋଟ(କାର୍ତ୍ତିକ ମଲ୍ଲିକ): ପରୀକ୍ଷା ଫଳକୁ ନେଇ ଚିନ୍ତାରେ ଛାତ୍ର। ପରୀକ୍ଷାରେ କମ୍ ମାର୍କ ରଖିଛନ୍ତି ବୋଲି ନୁହେଁ ବରଂ ବହୁତ୍‌ ଅଧିକ ରଖିଛନ୍ତି ବୋଲି ଚିନ୍ତାରେ ଅଛନ୍ତି ଛାତ୍ର। କଥାଟା ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଛାତ୍ର ଜଣକ ଏତେ ଅଧିକ ମାର୍କ ରଖିଛନ୍ତି ଯେ ତାହା...

sam
ନାହିଁ ନାହିଁରେ ଚାଲିଛି ସ୍କୁଲ୍; ମନ୍ତ୍ରୀ ଦେଲେ ଆଶ୍ଚର୍ଯ୍ୟକର ତଥ୍ୟ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାର ଉନ୍ନତୀ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏତେ ଯୋଜନା ପରେ ବି ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ରାଜ୍ୟରେ ସ୍କୁଲର ଭିତ୍ତିଭୂମିକୁ ନେଇ ବିଧାନସଭାରେ ଖେ।ଦ୍ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କରିଛି। ରାଜ୍ୟର...

Untitled-2
ଜଳସମ୍ପଦ ମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଆସିଛି ସ୍ୱାଧିକାର ଭଙ୍ଗ ନୋଟିସ୍‌। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ରଘୁଙ୍କ ବିରୋଧରେ ଏହି ନୋଟିସ୍‌ ଆଣିଛନ୍ତି। ଏହା ଉପରେ ତର୍ଜମା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତୁରେଇକେଲା ବ୍ଲକ୍‌ରେ ଜଳ ଯୋଗାଣ...

dada
ଗାଁ ମୁଣ୍ଡ ମଶାଣିରେ ଜଳିଲା ୩ ଦାଦନ ଶ୍ରମିକଙ୍କ ଜୁଇ

ଯାଜପୁର: ଅହମ୍ମଦାବାଦ ସୂତାକଳ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଫେରିଛି। ଯାଜପୁର ଜିଲ୍ଲା ଯମଧରପୁର ଗାଁରେ ୩ ଜଣଙ୍କ ମୃତଦେହ ପହଞ୍ଚିବା ପରେ ଶେଷକୃତ୍ୟ କରାଯାଇଛି। ଯାଜପୁର ବିଡିଓ ଏବଂ ଯୁଗ୍ମ ଶ୍ରମ କମିଶନରଙ୍କ ଉପସ୍ଥିତିରେ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଥିବାବେଳେ ଲୁହରେ ବତୁରି ଯାଇଛି ସାରା...

Capture
ମ୍ୟ।ଟ୍ରିକ୍ ପରୀକ୍ଷାରେ ଦୁଇ ନକଲି ପରୀକ୍ଷାର୍ଥୀ 

ନୟାଗଡ- ନୟାଗଡ଼ ରଣପୁର ବ୍ଲକ କୁଳାସର ଜନତା ଉଚ୍ଚ ବିଦ୍ୟାଳୟରେ ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ ୨ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୁଲିସ୍। ୨ଜଣ ଛାତ୍ରୀଙ୍କ ପାଇଁ ଅନ୍ୟ ଦୁଇ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେଣ୍ଟର ସୁପରିଟେଣ୍ଡେଣ୍ଟ ଧରି ରଣପୁର ପୁଲିସ୍‌କୁ ଖବର ଦେଇଥିଲେ।...

nsa-ajit-doval
ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ସହିପରି ଖାତା ଦେଖା କାମ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଆଉ ପରୀକ୍ଷା ଫଳ ମେ ଶେଷ ସପ୍ତାହରେ ବିଜ୍ଞାନ ଓ...

mamata
ଓଡ଼ିଶାରେ ମମତା ବାନାର୍ଜୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ୨୪ ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି। ତାଙ୍କୁ ଆଜି ବିମାନବନ୍ଦରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ...