• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

chingud
କଞ୍ଚା ମାଛ ଓ ପନିପରିବା ଏମିତିକି ନିଆଁ ଖାଇଯାଉଥିବା 'ସର୍ବଗିଳା ମଣିଷ' ରଞ୍ଜନ କୁମାର

କଟକ: କଞ୍ଚା ମାଛ ଓ କଞ୍ଚା ପନିପରିବା କିଛି ମାନୁ ନାହାନ୍ତି। ସବୁ ଖାଇଯାଉଛନ୍ତି ସର୍ବଗିଳା ରଞ୍ଜନ। ଏମିତିକି ପଚ୍ଚା ମାଛ ବି କଞ୍ଚ ଖାଇଛନ୍ତି ରଞ୍ଜନ। ଖାଲି ମାଛ ପନିପରିବା ନୁହେଁ ନିଆଁ ବି ଖାଇଯାଉଛନ୍ତି ସେ। କଟକ ସହରରେ ସର୍ବଗିଳାର ମାନ୍ୟତା ପାଇଛନ୍ତି ରଞ୍ଜନ କୁମାର...

chini
ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ରାଜ୍ୟ ମାନବାଧିକାର କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଅଭିଯୋଗ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି। ଫେବ୍ରୁଆରୀ ୧୮ ସୁଦ୍ଧା ସେଣ୍ଟର ଫିକ୍ସିଂ ଅଭିଯୋଗ ଉପରେ ରିପୋର୍ଟ ଦେବା ପାଇଁ ଗଣଶିକ୍ଷା ବିଭାଗ ସଚିବ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ...

lpg
ବଢ଼ିଲା ରନ୍ଧନ ଗ୍ୟାସ୍ ଦର

ନଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍। ଏଲପିଜି ସିଲିଣ୍ଡର ପିଛା ୧୪୮ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଇନ୍ଧନ ଦର ବୃଦ୍ଧି  ହେବା ଫଳରେ ଏହି ଦାମ ବଢ଼ାଇଯାଇଥିବା କୁହାଯାଉଛି। ଏହି ଦର ବୃଦ୍ଧି ଫଳରେ ରାଜ୍ୟରେ ଏବେ...

bjuk
ଜମିବ ବିଧାନସଭା; ସରକାରଙ୍କୁ ଘେରିବାକୁ ବିରୋଧୀ ହାତରେ ଲମ୍ବା ତାଲିକା

ଭୁବନେଶ୍ୱର: ଦିନକ ପରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ। ଲମ୍ବା ଅଧିବେଶନ ସାଙ୍ଗକୁ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆସନ୍ତାକାଲି  ବିଧାୟକ ଦଳର ବୈଠକରେ ରଣନୀତି ପ୍ରସ୍ତୁତ କରିବେ ବିଜେପି ଓ କଂଗ୍ରେସ। ଆଉ ସବୁଥର ଭଳି ଏଥର ବି ବିଜେଡି...

df
ଗଠନ ହେଲା ଓବିସି କମିଶନ; ଅଧ୍ୟକ୍ଷ ହେଲେ...

ଭୁବନେଶ୍ୱର: ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଓବିସି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅଧ୍ୟକ୍ଷଙ୍କ ସହ ୩ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ବି ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଓବିସି କମିଶନ ଧାରା-୧୯୯୩ ଅନୁସାରେ...

kikih
ସରକାରଙ୍କ ଉଦାସିନତା ପାଇଁ କାନ ଧରି ରାଜରାସ୍ତାରେ ଆଣ୍ଠେଇଲେ ସିଟି ଓ ବିଏଡ୍ ଡିଗ୍ରୀଧାରୀ

ଭୁବନେଶ୍ୱର: ତୁଟିଛି ବେକାର ସିଟି ଓ ବିଏଡ୍ ଡିଗ୍ରୀଧାରୀଙ୍କ ଧୈର୍ଯ୍ୟର ବନ୍ଧ। ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେମାନେ କେତେ ହତାଶ ତାର ଝଲକ ଦେଖିବାକୁ ମିଳିଛି ରାଜଧାନୀର ଗାନ୍ଧି ମାର୍ଗରେ। ରାଜରାସ୍ତାରେ କାନ ଧରି ସରକାରଙ୍କ ଉଦାସିନତାର ପ୍ରତିବାଦ କରିଛନ୍ତି ଏହି ଡିଗ୍ରୀଧାରୀ। ସରକାର ଗତ ୪...

l
କୁଆଡ଼େ ଗଲା ସ୍ୱତନ୍ତ୍ର ଆମ୍ବଲାନ୍ସ କରିଡର?

ଭୁବନେଶ୍ୱର: ମରଣମୁହଁରେ ପଡ଼ିଥିବା ରୋଗୀଟିଏ ଡାକ୍ତରଖାନାର ପିଣ୍ଡା ମାଡ଼ିବାକୁ ଯେତେବେଳେ ଆତୁର ହୁଏ, ସେତେବେଳେ ଦେବଦୂତ ସାଜେ ଆମ୍ବୁଲାନ୍ସ। କିନ୍ତୁ ସେଇ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଏବେ ସଙ୍କଟରେ। କେତେବେଳେ ଟ୍ରାଫିକ୍ ସମସ୍ୟା ତ କେତେବେଳେ ରାସ୍ତା ଅଭାବରୁ ସେବା ଯୋଗାଇବାରେ ବିଫଳ ହେଉଛି। ଅସମୟରେ ପ୍ରାଣହାନୀ ହେଉଛି...

deat
ପୁଣି ଗଞ୍ଜାମ ଜିଲ୍ଲାର ପ୍ରାଣଘାତୀ ବିଦ୍ୟୁତ୍‌ ଆଘାତ: ଟଳିପଡ଼ିଲେ ଜେଜେମା ଓ ନାତି

ଗଞ୍ଜାମ: ପୁଣି ସେହି ଗଞ୍ଜାମ ଜିଲ୍ଲା ସେହି ପ୍ରାଣଘାତି ବିଦ୍ୟୁତ ଆଘାତ। ଏଥର ବିଦ୍ୟୁତ ଆଘାତରେ ଟଳିପଡ଼ିଲେ ଜେଜେମା ଓ ନାତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋକଲୁଣ୍ଡା ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତକ ହେଲେ ରାଜେଶ ଜେନା, ଶିଶୁଳା ଜେନା। ଦିନ ୩ଟାରେ ରାଜେଶ ଗାଧୋଇ...

bmc
ନମ୍ବର ୱାନ୍‌ ସ୍ଥାନ ହରାଇଲେ ବୁମ୍ରା

ଦୁବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ୱିକେଟଲେସ ରହିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ବୁମ୍ରା ତଳକୁ ଖସିଯାଇଛନ୍ତି। ଦୀର୍ଘ ଦିନ ହେଲାଣି ନିଜର ବୋଲିଂ ଦକ୍ଷତା ପାଇଁ ବୁମ୍ରା ଆଇସିସି ବୋଲିଂ...

mnoj
ଦିଲ୍ଲୀ ହାରିବା ପରେ ମନୋଜ ତିୱାରୀ ଇସ୍ତଫା ଦେବାରୁ ବିଜେପି...

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବିଫଳତା ପରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ତେବେ ଏହା ତାଙ୍କ ଦଳ ଫେରାଇଦେଇଥିବା ଜଣାପଡ଼ିଛି। ଗତକାଲି ଘୋଷିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ଆମ୍ ଆଦମୀ ପାର୍ଟି ୬୨ଟି ଆସନରେ ଜିତିଛି। ଅନ୍ୟପକ୍ଷରେ ଆପ୍ର ଏକ ମାତ୍ର...