• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

g
ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ମୁମ୍ବାଇ: ସପ୍ତାହକୁ ୬ ଦିନ ନୁହେଁ, ଏବେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ। ତେବେ ଏ ସୁବିଧା ପ୍ରଥମେ ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ରାଜ୍ୟ କ୍ୟାବିନେଟ୍‌ ବୈଠକ ଏଭଳି ଅନୁମୋଦନ ଦେଇଛି। ଚଳିତ...

min
କର୍ତ୍ତବ୍ୟନିଷ୍ଠ ଓ ସେବା ପରାୟଣ ଏହି ମଣିଷଙ୍କୁ ସାଲ୍ୟୁଟ୍

ଭଦ୍ରକ: ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ସେମାନେ ସର୍ବଦା ତତ୍ପର ଥାନ୍ତି। ଦିନ ହେଉ କି ରାତି, ଯେତେବେଳେ ଯେଉଁଠି ତାଙ୍କୁ ଖୋଜା ପଡ଼େ ସେମାନେ ଆସି ପାଖରେ ହାଜର ହୋଇଯାନ୍ତି। ଆମେ କହୁଛୁ, ଭଦ୍ରକ ପୁଲିସର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ପ୍ଲାଟୁନ କମାଣ୍ଡର ରମେଶ ଚନ୍ଦ୍ର ମହାନ୍ତିଙ୍କ...

ଈଓଗତୋବ
ରେଲୱେ ପାଇଁ ଜମି ମିଳିଲେ କେନ୍ଦ୍ର ଟଙ୍କା ଦେବ: ରେଳମନ୍ତ୍ରୀ

ଭୁବନେଶ୍ୱର: ରେଲଓ୍ୱର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କଲେ ଏହାକୁ ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ଟଙ୍କା ଯୋଗାଇଦେବ। ରେଳ ବଜେଟରେ ରାଜ୍ୟକୁ କମ୍‌ ଅନୁଦାନ ଅଭିଯୋଗ କରି ରେଳ ମନ୍ତ୍ରୀଙ୍କୁ ଭେଟିଥିବା ରାଜ୍ୟ ଗୃହ କମିଟିକୁ ଏଭଳି କହିଛନ୍ତି ପୀୟୂଷ...

otv
୧୨ଟି ମନ୍ଦିର ଓ ୨ଟି କ୍ଲବ୍‌ ଘର ଭାଙ୍ଗିଲା ପ୍ରଶାସନ: କାନ୍ଦି କାନ୍ଦି ବେହୋସ୍ ଲୋକେ

କଟକ: SCB ସଂପ୍ରସାରଣ ପାଇଁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି। ମାସେ ଭିତରେ ସରକାରୀ କର୍ମଚାରୀଙ୍କୁ କ୍ୱାର୍ଟର୍ସ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ କରି SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମେଡିକାଲର ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ...

INJECTIOPN
ଯୁବତୀଙ୍କୁ ଭୁଲ୍‌ ଇଂଜେକ୍‌ସନ ଦେଇଥିବା ଅଭିଯୋଗରେ ଦୁଇ ଜଣଙ୍କ ନାଁରେ ଥାନାରେ ଏତଲା

ସମ୍ବଲପୁର: ଭୁଲ ଇଂଜେକସନ ଯୋଗୁଁ ବୁର୍ଲାର ଯୁବତୀଙ୍କ ମୁହଁରେ ସଂକ୍ରମଣ ଘଟଣାରେ ଦୁଇ ଡାକ୍ତରଙ୍କ ନାଁରେ ଏତଲା ଦେଲେ ପରିବାର ଲୋକେ। ବୁର୍ଲା ଥାନାରେ ଏହି ଏତଲା ଦିଆଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ...

jik
କାହିଁକି ୩ଟି ବନ୍ଧୁକ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ?

ଭୁବନେଶ୍ୱର: ଚର୍ଚ୍ଚାରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ। ସଉକ ପାଇଁ ବନ୍ଧୁକ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଗୋଟିଏ ଅଧେ ନୁହେଁ, ତିନି ତିନିଟା ବନ୍ଧୁକ ତାଙ୍କ ପାଖରେ ରହିଛି। ସେଥିମଧ୍ୟରୁ ଦୁଇଟି ରିଭଲଭର ଓ ଗୋଟିଏ ରାଇଫଲ। ଏହି ଆଗ୍ନେୟାସ୍ତ୍ର ରଖି ଚର୍ଚ୍ଚାକୁ ଆସିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ...

corona
କରୋନା ଭାଇରସ୍‌ର ନାମକରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବେଜିଂ: ଚାଇନାରୁ ୧୦୦୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିବା ଏବଂ ସାରା ବିଶ୍ୱରେ ୪୩ ହଜାର ଲୋକଙ୍କ ଶରୀରକୁ ଆକ୍ରାନ୍ତ କରିଥିବା କରୋନା ଭାଇରସ୍‌ର ନାମ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ‘କୋଭିଡ୍‌-୧୯’ ରଖାଯାଇଛି। ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେସସ୍‌ କହିଛନ୍ତି, ଆମେ ଏମିତି ନାଁଟିଏ ବାଛିଛୁ ଯାହା ନା...

bhgw
ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି: ଓବିସି କମିଶନର ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି। ଓବିସି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ ଆଜି ରାଜ୍ୟର ବିଭିନ୍ନ ପଛୁଆ ବର୍ଗ ସଂଗଠନର ପ୍ରତିନିଧିଙ୍କୁ ଭେଟିବା ପରେ ଏହି ଅଭିଯୋଗ କରିଛନ୍ତି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସରକାର ୨୭ ପ୍ରିତଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ...

drb
ବିଦ୍ୟୁତ ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବସ୍‌ ଡ୍ରାଇଭର୍‌ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ବିଦ୍ୟୁତ ତାର ଲାଗି ୧୦ ବସ୍‌ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବନ୍ଧା ହେଲା ସିଲ୍‌କି ସିଟି ବସ୍ର ଡ୍ରାଇଭର। ତାଙ୍କ ନାଁ ଗଗନ ନାୟକ। ଅଘଟଣ ପରଠୁ ଡ୍ରାଇଭର ଗଗନ ଫେରାର୍ ହୋଇଯାଇଥିଲା। ଗତ ରବିବାର ଅପରାହ୍ନରେ ଗଂଜାମ ରଙ୍ଗେଇଲୁଣ୍ଡା...