• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Capturejkjfs
କଟକ ଗୁଳିକାଣ୍ଡ ମାମଲାରେ ୫ ଗିରଫ

କଟକ: କଟକ କଲେଜ୍‌ ଛକ ଅଞ୍ଚଳରେ ଏକ ଗୁଳିକାଣ୍ଡ ମାମଲାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଏପିଆର କନେଷ୍ଟବଳ। ଗିରଫ କନଷ୍ଟେବଲଙ୍କ ନାଁ ଟିକେଶ୍ୱର ମହନ୍ତ। କଲେଜ ଛକରେ ଥିବା ଏକ ହେ।ଟେଲରେ ଟିକେଶ୍ୱର ତାଙ୍କ ସର୍ଭିସ ରିଭଲଭରରୁ ଗୁଳି ଚଳାଇଥିବା ସୂଚନା...

randeep
ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଏମିତି ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଳୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳିକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ସରକାରଙ୍କ ପକ୍ଷରୁ ତରବରିଆ ଭାବେ ତାଙ୍କୁ ବଦଳି କରାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଅଭିଯୋଗ କରିଛନ୍ତି। ସେପଟେ ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର...

shai
ହେଲ୍‌ମେଟ୍‌ ନପିନ୍ଧି କାର୍ ଚଲାଉଥିଲେ ବୋଲି ଫାଇନ୍‌

ସମ୍ବଲପୁର: ନିୟମ କଡ଼ାକଡ଼ି ହେବା ପରଠୁ ଟ୍ରାଫିକକୁ ନେଇ ସବୁଠି ଚର୍ଚ୍ଚା। ହେଲେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପୁଲିସ କାର୍ ଚାଳକଙ୍କୁ ହେଲମେଟ୍ ଫାଇନ୍ କରିବା ଘଟଣା ବି ଚର୍ଚ୍ଚା ସୃଷ୍ଟି କରିଛି। ହେଲମେଟ୍ ପିନ୍ଧି ନଥିବାରୁ କାର ଚାଳକଙ୍କୁ  ୧ ହଜାର ଟଙ୍କା ଫାଇନ୍ କରାଯାଇଛି। କାର୍...

Raveesh-Kumar-mea
ଓଆଇସି ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ମତ ଦେଇଥିବା ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌କୁ କଡ଼ା ସମାଲୋଚନା କରିଛି ଭାରତ। ସେମାନଙ୍କ ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଏବଂ ମିସଲିଡିଂ ବୋଲି ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏହା ପୂର୍ବରୁ ଓଆଇସି ପକ୍ଷରୁ ଦିଲ୍ଲୀର ହିଂସାକୁ ‘ମୁସଲିମ୍‌ ବିରୋଧୀ’...

tahir
ଆପ୍‌ ନେତା ତାହିର ହୁସେନଙ୍କ ଘରୁ ବାହାରିଲା ପଥର ଓ ପେଟ୍ରୋଲ୍‌ ବୋମା

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ତାହିରଙ୍କ ନାଁରେ ହିଂସା ଘଟାଇବା ଅଭିଯୋଗ ରହିଛି। ତାହିରଙ୍କ ଘରଠାରୁ ଅଳ୍ପ ଦୂରରେ ଗୁଇନ୍ଦା ଅଧିକାରୀ ଅଙ୍କିତ...

llo
ଗୁଗଲ ଟ୍ରାନ୍ସଲେଟ୍‌ରେ ଏବେ ଓଡ଼ିଆରେ ଅନୁବାଦ କରିପାରିବେ

ଭୁବନେଶ୍ୱର : ଗୁଗଲ୍ ଟ୍ରାନ୍ସଲେଟ୍‌ର୍‌ରେ ଏବେ ଆପଣ ଇଂରାଜୀ ଓ ହିନ୍ଦୀରୁ ଓଡ଼ିଆ ଭାଷାକୁ ଅନୁବାଦ କରିପାରିବେ। କେବଳ ଇଂରାଜୀ କାହିଁକି ଅନ୍ୟ ଭାଷାକୁ ବି ଆପଣ ଓଡ଼ିଆରେ ଅନୁବାଦ କରିପାରିବେ। ଆମେରିକା ଭିତ୍ତିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ର ଟ୍ରାନ୍ସଲେସନ୍‌ ବା ଅନୁବାଦ ଏବେ ଓଡ଼ିଆ ଭାଷା...

pic
ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲ୍‌ରେ ଭାରତ

ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ। ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଓମେନ ବ୍ରିଗେଡ। ଆଜି ମେଲବୋର୍ଣ୍ଣରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ର ୪ ରନରେ ପରାସ୍ତ କରିଛି...

Delhi-1
କଳାପଟାରେ ସ୍ୱପ୍ନ ଦେଖିବା ଶିଖାଉଥିବା ସ୍କୁଲ୍‌ କାନ୍ଥ, ଏବେ ଦଙ୍ଗାର ନିଆଁରେ କଳାକାଠ

ନୂଆଦିଲ୍ଲୀ: କଳାପଟାରେ ସ୍ୱପ୍ନ ଦେଖିବା ଶିଖାଉଥିବା ସ୍କୁଲ୍‌ କାନ୍ଥ ଏବେ ଦଙ୍ଗାର ନିଆଁରେ କଳାକାଠ। ବହି ଓ ବେଞ୍ଚ ସବୁ ଏବେ ପାଉଁଶ। ରବିବାରଠାରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଲାଗିରହିଥିବା ଦଙ୍ଗାରେ ଏକ ସ୍କୁଲ କୋଠା ମଧ୍ୟ ପୋଡ଼ିବାକୁ ପଛାଇନାହାନ୍ତି ଦୃର୍ବୃତ୍ତ। ପଥରମାଡ଼ ଏବଂ ଅନ୍ୟ ଅକଥନୀୟ ଆକ୍ରମଣରେ ୩୦...

k
ରାଜରାସ୍ତାରେ ଭିକ ମାଗୁଛନ୍ତି ଶିକ୍ଷୟତ୍ରୀ; କାହିଁକି ଜାଣିଛନ୍ତି ?

ଭୁବନେଶ୍ୱର: ଶିକ୍ଷା ଆଲୋକ ଦେଖାଇ ଦେଶର ଭବିଷ୍ୟତ ଗଢ଼ୁଥିବା ଗୁରୁ ଆଜି ରାଜରାସ୍ତାରେ ଭିକାରୀ ସାଜିଛନ୍ତି। ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ଭିକ ମାଗୁଛନ୍ତି ସରକାରୀ ଶିକ୍ଷୟତ୍ରୀ ଅନୁପମା ବିଶ୍ୱାଳ। ଜଣେ ଶିକ୍ଷୟତ୍ରୀଙ୍କ ଏ ଅବସ୍ଥା ହେଲା କିପରି ? ଆପଣଙ୍କର ମନରେ ଏପରି ପ୍ରଶ୍ନ...

sonia
ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦରବାରରେ ପହଞ୍ଚିଲା ଦିଲ୍ଲୀ ହିଂସା ପ୍ରସଙ୍ଗ।   କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।  ଏହି ପ୍ରତିନିଧି ଦଳ ପଦଯାତ୍ରା କରି ରାଷ୍ଟ୍ରପତି ଭବନକୁ ଯାଇଥିଲା ଦିଲ୍ଲୀର ଭୟଙ୍କର ହିଂସା ପାଇଁ...

ami
'ଫମ୍ପା ଆବାଜ କରିବାକୁ ଆସୁଛନ୍ତି ଶାହ'

ଭୁବନେଶ୍ୱର: ଶାହଙ୍କ ଗସ୍ତ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳ ମଧ୍ୟରେ ବୟାନବାଜି। ଏପଟେ ଶାହ ଫମ୍ପା ଆବାଜ କରିବାକୁ ଆସୁଛନ୍ତି ବୋଲି କହିଛି କଂଗ୍ରେସ। ସିଏଏକୁ ନେଇ ଆଉ ବୁଝାଇବା ପରିସ୍ଥିତି ନାହିଁ। ବିଜେଡି କେନ୍ଦ୍ରର ସବୁ ବିଲ୍‌କୁ ସମର୍ଥନ କରୁଛି। କାହିଁକି ଏତେ ଗୋଡାନିଆଁ ହେଉଛି...

kkj
ଦୁନିଆର ଆଲୋକ ଦେଖିବା ଆଶାରେ ପର କଥାରେ ଡାକ୍ତରଖାନା ଗଲେ କିନ୍ତୁ...

ଢେଙ୍କାନାଳ: ଆଶା ଥିଲା ଆଖି ଅପରେସନ ପରେ ଭଲ ଭାବେ ଦୁନିଆକୁ ଦଖିପାରିବେ। ସେହି ଆଶାରେ ପରକଥାରେ ରାଜି ହେ।ଇ ବାର୍ଦ୍ଧକ୍ୟ ଅବସ୍ଥାରେ ଡାକ୍ତରଖାନା ଗଲେ। ଆଖି ଅପରେସନ ବି ହେଲେ। କିନ୍ତୁ ଅପରେନସନ୍‌ର ସାତ ଦିନ ପରେ ଆଖି ସାମ୍ନାରେ ଯେଉଁ ଅନ୍ଧାରକୁ ସେଇ ଅନ୍ଧାର। ଏଭଳି...

sahs
ଆସନ୍ତାକାଲି ଆସିବେ ଶାହ: ସନ୍ଧ୍ୟାରେ ରୁଦ୍ଧଦ୍ୱାର ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କାଲି ସକାଳ ୧୦ଟା ୧୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ଲୋକସେବା ଭବନରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ। ସକାଳ ୧୦:୪୦ରୁ ଅପରାହ୍ମ ୨ଟା ଯାଏ ଶାହଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି। ଏହାପରେ ୨ଟା ୩୦ରୁ...

chhua
ରାଜଧାନୀରେ ବିକ୍ରି ହେଉଛି ମଣିଷ ଛୁଆ

ଭୁବନେଶ୍ୱର: କେଉଁ ଉପାନ୍ତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଏକ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି।  ଅଭିଯୋଗ ଅନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳରେ ୧୯ ଦିନର ଶିଶୁପୁତ୍ରକୁ ଜଣେ ଶ୍ରମିକ ଶ୍ରେଣୀର ଦମ୍ପତି ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ଅଭିଯୋଗ...

swimmer-1
ଜାତୀୟ ସ୍ତରରେ ୫୦ ତମ ପଦକ ଜିତିଲେ ଗୁଜରାଟର କଲ୍ୟାଣୀ ସାକ୍ସେନା

ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୁଜରାଟ ସ୍ୱିମର୍ କଲ୍ୟାଣୀ ସାକ୍ସେନା ଜାତୀୟ ସ୍ତରରେ ନିଜର ୫୦ତମ ପଦକ ଜିତି ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ୨୦ ବର୍ଷୀୟା କଲ୍ୟାଣୀ ୨୦୧୯ରେ ପୁନେରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଗୁଜରାଟ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ...

virat
ବିରାଟ୍‌ଙ୍କୁ ହଟାଇ ଏହି ଖେଳାଳି ହେଲେ ନମ୍ବର ୱାନ୍

ଦୁବାଇ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଛି। ୱେଲିଂଟନ୍ ଟେଷ୍ଟର ଉଭୟ ଇନିଂସରେ ୨୧ ରନ୍ କରିଥିବା କୋହଲି ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହରାଇଛନ୍ତି। କୋହଲି ଏବେ ୯୦୬ ପଏଣ୍ଟ...