ନୂଆଦିଲ୍ଲୀ: ନେହରୁ ସ୍ମୃତି ଭବନରେ ଭାରତ-ଇଣ୍ଡୋନେସିଆର ୭୦ତମ କୂଟନୈତିକ ସମ୍ପର୍କ ବାର୍ଷିକୀରେ ସ୍ଥାନିତ ହୋଇଛି ବିଜୁବାବୁଙ୍କ ବିରଳ ଫଟୋ ଚିତ୍ର। ଏହି ଅବସରରେ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ ଆୟୋଜିତ ହୋଇଛି ଫଟୋ ପ୍ରଦର୍ଶନୀ। ଏଥିରେ ଭୂମି ପୁତ୍ର ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନର ଉଡ଼ାଣ ସମୟର ଫଟୋ ମଧ୍ୟ...
ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ବିଜେପିର ଟାର୍ଗେଟ୍। CAA ପ୍ରସଙ୍ଗରେ ରାଜଧର୍ମ ପାଳନ ନେଇ ସୋନିଆ ଗାନ୍ଧିଙ୍କ ପ୍ରଶ୍ନ ପ୍ରସଙ୍ଗରେ ଜବାବ ମାଗିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। ସିଏଏ ନେଇ ପୂର୍ବରୁ କଂଗ୍ରେସ ନେତାମାନେ ଦାବି କରି ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ...
ଭୁବନେଶ୍ୱର: ଖଣ୍ଡଗିରି ଶିଶୁ ବିକ୍ରି ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଶିଶୁର ବାପା ଓ ବିକ୍ରିରେ ମଧ୍ୟସ୍ଥତା କରିଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ଆଗରୁ ଶିଶୁକୁ କିଣିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଥିଲା। ତେଣୁ ଏହି ଘଟଣାରେ ମୋଟ ୪...
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ କାଉନ୍ସିଲ ବୈଠକ ଶେଷ ହୋଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକ ପରେ ନବୀନ ନିବାସରେ ଭୋଜିର ଆୟୋଜନ ହୋଇଥିଲା। ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁହେଁ ମିଶି ମଧ୍ୟାହ୍ନ ଭୋଜନ...
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ହାତ ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ୍ ଆପ୍ ନେତା ତାହିର୍ ହୁସେନ୍ଙ୍କ ନାମରେ ମାମଲା ରୁଜୁ କରିବା ପରେ ତାହିର୍ଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କଲା ଆମ୍ ଆଦମୀ ପାର୍ଟି। ଦିଲ୍ଲୀ ହିଂସାରେ ତାଙ୍କର ସନ୍ଦେହଜନକ ଭୂମିକା ରହିଥିବା ନେଇ ପୂର୍ବରୁ...
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍ଗୁ ଦେଶମ୍ ପାର୍ଟିର ମୁଖିଆ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିକୁ ଜୋତା, ଅଣ୍ଡା ଓ ଟମାଡୋ ମାଡ଼ ହୋଇଛି। ଆଜି ଚନ୍ଦ୍ରବାବୁଙ୍କ ବିଶାଖାପାଟଣା ଗସ୍ତକୁ ଓ୍ୱାଇଏସଆର କଂଗ୍ରେସ ପାର୍ଟି କର୍ମୀ ବିରୋଧ କରି ଏପରି କରିଥିବା ଦେଖିବାକୁ ମିଳିଛି। ଚନ୍ଦ୍ରବାବୁ ଜନ ଚୈତନ୍ୟ...
ନୂଆଦିଲ୍ଲୀ: ହିଂସା ଉସୁକାଇଥିବା ନେଇ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଜବାବ ରଖିଛନ୍ତି ବିଜେପି ନେତା କପିଲ ମିଶ୍ରା। ପତିକ୍ରିୟାରେ କପିଲ କହିଛନ୍ତି “ଯେଉଁମାନେ ଦେଶ ବିଭାଜନର କଥା କହୁଛନ୍ତି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। ଯେଉଁମାନଙ୍କ ଘରୁ ପେଟ୍ରୋଲ୍ ବୋମା ବାହାରୁଛି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ।...
ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ସପ୍ତମ ଦିନରେ ଆଜି ଆଉ ଏକ ସ୍ୱର୍ଣ୍ଣ ଯୋଡ଼ିଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିର ଭାରୋତ୍ତୋଳକ ମନୋଜ ସାହୁ। ୬ଷ୍ଠ ଦିବସର ଶେଷ ସୁଦ୍ଧା ଓଡ଼ିଶା ମୋଟ ୪ଟି ପଦକ ଜିତିଥିବା ବେଳେ ୭ମ ଦିନର ପ୍ରଥମ ଭାଗ ଶେଷସୁଦ୍ଧା ଓଡ଼ିଶାର ମନୋଜ...
ଭୁବନେଶ୍ୱର : କୋଲ୍ ରୟାଲିଟି ବୃଦ୍ଧି କରିବା ନେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ଖଣିଜ ସମ୍ପଦର ନିଲାମି ଯୋଗୁଁ ଓଡ଼ିଶାକୁ ପର୍ଯ୍ୟାପ୍ତ ଅର୍ଥ ଦେଇଛନ୍ତି ବୋଲି...
ଭୁବନେଶ୍ୱର: ନାର୍କୋ ଟେଷ୍ଟକୁ ନା। ଛତିଶଗଡ଼ ହମିରପୁର ଡବଲ ମର୍ଡର ମାମଲାରେ ଫସିଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କର ନାର୍କୋ ଟେଷ୍ଟ କି ବ୍ରେନ୍ ମ୍ୟାପିଂ ହୋଇପାରିବନି। କାରଣ ନାର୍କୋ ଟେଷ୍ଟ ପାଇଁ ପୋଲିସ ଯେଉଁ ଆବେଦନ କରିଥିଲା ତାକୁ ଖାରଜ କରିଦେଇଛନ୍ତି କୋର୍ଟ। ଚକ୍ରଧରନଗର ପୋଲିସ ନାର୍କୋ...
ଭୁବନେଶ୍ୱର: ଓଡ଼ିଶାର ଇସ୍ପାତ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ଜାପାନ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜାପାନ୍ ରାଷ୍ଟ୍ରଦୂତ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ସୂଚନା ମିଳିଛି। ବୈଠକ ପରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ...
ନୂଆଦିଲ୍ଲୀ: ୩୫ରେ ପହଞ୍ଚିଛି ଦିଲ୍ଲୀ ହିଂସାକାଣ୍ଡ ମୃତ୍ୟୁସଂଖ୍ୟା। ଗଗନ ବିହାର ଓ ଜୋହରିପୁରରୁ ଆଜି ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ଶହରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ୧୩୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ...
ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ପ୍ରାୟ ସାଢ଼େ ତିନି ଲକ୍ଷ ପିଲା ଏହି ପରୀକ୍ଷା ଦେବେ। ଏଥିଲାଗି ଜେରଦାର ପ୍ରସ୍ତୁତ ଚଳାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ପରିଚାଳନା ସହ ସଠିକ ସମୟରେ ମୂଲ୍ୟାୟନ ଓ ଫଳ ପ୍ରକାଶ ଲାଗି ବ୍ଲୁ...