ଭୁବନେଶ୍ୱର: ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ହକି ଇଭେଣ୍ଟରେ ସମ୍ବଲପୁର ରୌପ୍ୟରେ ସନ୍ତୁଷ୍ଟ ହୋଇଛି। କିଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଫାଇନାଲରେ ସମ୍ବଲପୁର ୧-୪ ଗୋଲରେ ମଧ୍ୟପ୍ରଦେଶର ଆଇଟିଏମ୍ ୟୁନିଭର୍ସିଟି ନିକଟରୁ ପରାସ୍ତ ହୋଇଥିଲା। ପୂରା ମ୍ୟାଚରେ ଆଇଟିଏମ୍ ୟୁନିଭର୍ସିଟିର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚର...
ଭୁବନେଶ୍ୱର : ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଓଡ଼ିଶାର ମନିଷା ମେରେଲ୍ କମାଲ୍ କରିଛନ୍ତି। ସମ୍ବଲପୁର ୟୁନିଭର୍ସିଟି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମନିଷା ଶୁକ୍ରବାର ମହିଳା ଲଙ୍ଗଜମ୍ପରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୬.୨୨ ମିଟର୍ ଡିଆଁ ମାରି ଏହି...
କ୍ରାଇଷ୍ଟଚର୍ଚ୍ଚ: ଆହତ ହେଲେ ଟିମ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା। ତାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଥିବାରୁ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପାଇଁ ଶୁକ୍ରବାର ହେଉଥିବା ଅଭ୍ୟାସ ସେସନରେ ଭାଗ ନେଇପାରିନଥିଲେ। ଫଳରେ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। କାରଣ ଯଦି...
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ବଡ଼ ସଫଳତା। ପୁଲଓ୍ୱାମା ଆକ୍ରମଣରେ ଜଣଙ୍କୁ ଗିରଫ କରିଛି NIA। ପୁଲ୍ଓ୍ୱାମା ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ଆତଙ୍କୀ ସଂଗଠନ ଜୈସ୍-ଇ-ମହମ୍ମଦର ସଦସ୍ୟ ସାକିର ବସିର ମାଗ୍ରେକୁ ଗିରଫ କରାଯାଇଛି। ଆତ୍ମଘାତୀ ବିସ୍ଫୋରଣକାରୀ ଆଦିଲ ଅହମ୍ମଦ ଓ ପାକ୍ ଆତଙ୍କବାଦୀ ମହମ୍ମଦ ଉମରକୁ...
ଭୁବନେଶ୍ୱର: ସରିଲା ଶାହାଙ୍କ ରୁଦ୍ଧଦ୍ୱାର ବୈଠକ। ଭୁବନେଶ୍ୱରରେ ଦଳର ପ୍ରମୁଖ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ସଂଗଠନ ମଜଭୁତ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଅମିତ୍ ଶାହା। ବୈଠକ ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଶାହା ଗୁରୁତ୍ୱପୂର୍ଣ୍ଣ ଟାସ୍କ ଦେଇଛନ୍ତି। ସବୁର...
ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ ଜେଏନ୍ୟୁ ସଭାପତି ତଥା ସିପିଆଇଏମ୍ ନେତା କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। କହ୍ନେୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ଦିଲ୍ଲୀ ପୋଲିସକୁ କେଜ୍ରିଓ୍ୱାଲ୍ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍ରୁ ଲଢ଼ିଥିଲେ। କହ୍ନେୟା ଏବଂ...
ନୂଆଦିଲ୍ଲୀ: ସେୟାର ବଜାରରେ କରୋନା ଭାଇରସ ଆତଙ୍କ। ଗୋଟିଏ ଦିନରେ ୧୪୨୮ ପଏଣ୍ଟ ଖସିଛି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ ବି ୪୩୨ ପଏଣ୍ଟ ହ୍ରାସ ପାଇଛି। ଗତ ୬ ଦିନରେ ବିଏସଇ ସୂଚକାଙ୍କ ୨୮୭୨ ପଏଣ୍ଟ ହ୍ରାସ ପାଇ ୩୮...
ନୂଆଦିଲ୍ଲୀ: ନିୟନ୍ତ୍ରଣାଧୀନ ରହିଛି ଦିଲ୍ଲୀର ହିଂସା ପ୍ରଭାବିତ ଅଞ୍ଚଳର ସ୍ଥିତି। ଯାନବାହନ ଚଳାଚଳ ଆରମ୍ଭ କରିଥିବା ବେଳେ ଦୋକାନବଜାର ଖୋଲିଛି। ଶୁକ୍ରବାର ଥିବାରୁ ଆଜି ବହୁ ସ୍ଥାନରେ ଲୋକେ ସାଧାରଣଭାବେ ନମାଜ ପାଠ କରିଛନ୍ତି। ତେବେ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ସ୍ଥିତି ଉପରେ ସତର୍କ ଦୃଷ୍ଟି...
ଭୁବନେଶ୍ୱର: ତାତିରେ ସବୁ ରେକର୍ଡକୁ ପଛରେ ପକାଇ ଦେଇପାରେ ୨୦୨୦ର ଖରା। ପୂର୍ବ ବର୍ଷଠାରୁ ଏବର୍ଷ ପ୍ରବଳ ଖରା ସାଙ୍ଗକୁ ଗରମ ହେବ। ଏବର୍ଷ ଆହୁରି ତାଉ ଦେଖାଇବ ତାତି। ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦। ଆକାଶରୁ ନିଆଁ ଝୁଲ ଖସିବା ଭଳି ଟାଣ ଖରା ହେବ।...
ଭୁବନେଶ୍ୱର: ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ପରେ ପ୍ରଥମ ଥର ପାଇଁ କୌଣସି ସମାବେଶରେ ଯୋଗ ଦେଇ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧିତ କରି ଦଙ୍ଗା ପାଇଁ ପରୋକ୍ଷରେ ବିରୋଧୀଙ୍କୁ ଦାୟୀ କରିଛନ୍ତି...
ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ମୁଣ୍ଡପିଛା ଋଣ। ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଉଛି। ପ୍ରତି ବଜେଟ୍ରେ ସରକାର ପ୍ରତିଶ୍ରୁତି ଦେଉଛନ୍ତି ଏଥିପ୍ରତି ଦୃଷ୍ଟି ଦିଆଯିବ। କିନ୍ତୁ ଶେଷରେ ଫଳ ଶୂନ ହୋଇଥାଏ। ତେବେ ଏହି ପ୍ରସଙ୍ଗର ଗୁରୁତ୍ୱକୁ ଲକ୍ଷ୍ୟ କରି ଆଜି କେନ୍ଦ୍ର...
ନୂଆଦିଲ୍ଲୀ:୨୦୧୯ ରେ କସମେଟିକ୍ ଡ଼କ୍ଟର ଜୁଲିୟନ ଡ଼ି ସିଲୱାଙ୍କ କହିବା ଅନୁଯାୟୀ ଦୁନିଆର ସବୁଠାରୁ ସୁନ୍ଦରି ମହିଳା ହେଉଛନ୍ତି ବେଲା ଇଦିଦି। ଡେଲି ମେଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦୁନିଆର ସବୁଠୁ ସୁନ୍ଦର ପୁରୁଷ ହେଉଛନ୍ତି ରୋବର୍ଟ ପିଟିସନ୍। ଜୁଲିୟନଙ୍କ ‘ଗୋଲଡେନ ରେଶିୟୋ ଅଫ୍ ବିୟୁଟିଫାଇ‘ ଫର୍ମୁଲା ଅନୁଯାୟୀ...
କଟକ: ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଦୈନିକ ୫୦୦ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାସକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଲାଗୁ କରିବାକୁ...
ଭୁବନେଶ୍ୱର: ଓଡ଼ିଶାର ଗାନ୍ଧି ପ୍ରତାପ ଷଡ଼ଙ୍ଗୀ। ଶୁକ୍ରବାର ଭୁବନେଶ୍ୱରରେ ସିଏଏ ସମର୍ଥନରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କଲାବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଏଭଳି ସମ୍ବୋଧନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନିଜର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦକୁ ସମ୍ବୋଧନ କରିଥିଲେ...
ମୁମ୍ବାଇ: ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନମାନଙ୍କରେ ମୁସଲମାନମାନଙ୍କ ପାଇଁ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ୍ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡ଼ି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ ବୋଲି...
ନୂଆଦିଲ୍ଲୀ: ପୁଣି ଘୁଞ୍ଚିପାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ। କାରଣ ଫାଶୀର ତାରିଖ ଘୁଞ୍ଚାଇବାକୁ ଆଉ ଏକ ଦୋଷୀ ପୱନ୍ ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି। ପୁଣିଥରେ ସୁପ୍ରିମକୋର୍ଟରେ ଏହାର ବିଚାର ଚାଲିବ। ଫଳରେ ପୁଣି ଘୁଞ୍ଚିବ...