• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ତଦଜ
କପି କରିବା ସୁଯୋଗ ନମିଳିବାରୁ ଅଧାରୁ ପରୀକ୍ଷା ଛାଡୁଛନ୍ତି ପରୀକ୍ଷାର୍ଥୀ

ଭୁବନେଶ୍ୱର: ସିସିଟିଭି ଲାଗି ଅଡୁଆରେ ମ୍ୟାଟ୍ରିକ ପରୀକ୍ଷାର୍ଥୀ। କପି କରିବା ସୁଯୋଗ ନମିଳିବାରୁ ପରୀକ୍ଷାର୍ଥୀମାନେ ଅଧାରୁ ପରୀକ୍ଷା ଛାଡୁଛନ୍ତି। ଆଉ ଆସନ୍ତା ୩ ତାରିଖରୁ ଆରମ୍ଭ ହେଉଥିବା +୨ ପରୀକ୍ଷାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚଳିତବର୍ଷ ସବୁ କେନ୍ଦ୍ରରେ ସିସିଟିଭି ଲଗାଇବା ସହ ପରୀକ୍ଷାର୍ଥୀଙ୍କ ଦୁଇ ଥାକିଆ...

dsdf
ଦିଲ୍ଲୀ ଦଙ୍ଗାରେ ଓଡ଼ିଆ ପରିବାର ହନ୍ତସନ୍ତ: ୪ ଦିନ ଧରି ଘର ଭିତରେ ବନ୍ଦ୍

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଓ ପୋଡ଼ାଜଳାରେ ପ୍ରଭାବିତ ହୋଇଛନ୍ତି ବହୁ ଓଡ଼ିଆ ପରିବାର। ହିଂସା ସହ ନେଣଦେଣ ନଥିଲେ ବି ଦଙ୍ଗାରେ କ୍ଷତି ସହିବାକୁ ପଡ଼ିଛି। ଘଟଣା ପରଠୁ ଦୀର୍ଘ ୪ ଦିନ ଧରି ଘର ଭିତରେ ବନ୍ଦ୍ ଅବସ୍ଥାରେ ରହିବା ସହ ଭୟ...

konark
୧୧୫ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି

କୋଣାର୍କ: ଶହେ ୧୫ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କର୍ମଶାଳା ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ...

gs
କାଲିଠୁ ଆଉ ରକ୍ଷା ନାହିଁ; ଟ୍ରାଫିକ୍‌ ନିୟମ ନମାନିଲେ...

ଭୁବନେଶ୍ୱର: ୬ ମାସ ଯାହା ଯେମିତି ଚଳିଗଲା, କିନ୍ତୁ କାଲିଠୁ ଆଉ ରକ୍ଷା ନାହିଁ। ମୋଟର ଯାନ ଆଇନ ଭାଂଗିଲେ ଗଣିବେ କଡ଼ା ତଣ୍ଡ। ଆଜି ସରି ଯାଇଛି ରାଜ୍ୟ ସରକାର ଦେଇଥିବା ମହଲତ। ତେଣୁ ୟା ପରେ ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର, ପଲ୍ୟୁସନ୍...

delhidfdfs
ଦିଲ୍ଲୀ ଦଙ୍ଗା: ସେନା କର୍ମଚାରୀଙ୍କ ଘର ପୋଡ଼ି ଦେଇଛନ୍ତି ଦଙ୍ଗାକାରୀ

ନୂଆଦିଲ୍ଲୀ: ଦଙ୍ଗାକାରୀଙ୍କ କବଳରୁ ବର୍ତ୍ତି ପାରିନାହାନ୍ତି ସେନା କର୍ମଚାରୀଙ୍କ ପରିବାର। ଦିଲ୍ଲୀ ଚାନ୍ଦବାଗ୍‌ରେ ଥିବା ବିଏସ୍ଏଫ୍ ଯବାନ ମହମ୍ମଦ ଅନୀଜଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁବୃର୍ତ୍ତ। ଅନୀଜଙ୍କ ଘର ପୋଡ଼ି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ସୌଭାଗ୍ୟବଶତଃ ପରିବାରର ସମସ୍ତ ବ୍ୟକ୍ତି ସୁରକ୍ଷିତ...

jsdf
ଅନାଥ ଝିଅର ହାତ ଧରିଲେ ଯୁବ ବ୍ୟବସାୟୀ

ବରଗଡ଼: ଅନାଥ ଝିଅର ହାତ ଧରିଲେ ଯୁବ ବ୍ୟବସାୟୀ। ଛୋଟବେଳୁ ବାପାମାଙ୍କୁ ହରାଇଥିବା ଜଣେ ଯୁବତୀ ବାହାଘରେ ପରେ ପାଇଛନ୍ତି ଏକ ନୂଆ ଘର ଓ ନୂଆ ପରିବାର। ବରଗଡ଼ ଜିଲ୍ଲା ରାଣୀସତୀ ମନ୍ଦିରରେ ସିଡବ୍ଲୁସି ଏବଂ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଏଭଳି ଏକ ବାହାଘର ଅନୁଷ୍ଠିତ ହୋଇଛି।...

‘ତେଲିଆ ମୁଣ୍ଡରେ ତେଲ’ବାଟମାରଣା ହେଉଛି ସରକାରୀ ବ୍ୟବସ୍ଥା

ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ ସେମାନେ ସରକାରଙ୍କ...

kkl
ପ୍ରଥମ ଟେଷ୍ଟରେ ଫେଲ୍‌ ଓ ଦ୍ୱିତୀୟ ମ୍ୟାଚ୍‌ରେ ଜବରଦସ୍ତ କମ୍‌ବ୍ୟାକ୍ କଲେ ପୃଥ୍ୱୀ ଶ'

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫେଲ୍‌ ମାରିଥିବା ଟିମ୍‌ ଇଣ୍ଡିଆର ଓପନ ପୃଥ୍ୱୀ ଶ’ ଦ୍ୱିତୀୟ ମ୍ୟାଚ୍‌ରେ କମ୍‌ବ୍ୟାକ କରିଛନ୍ତି। ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶ’ ପ୍ରଥମ ଇନିଂସରେ ୬୪ ବଲରେ ୫୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଚୌକା...

s
କରୋନା ଭାଇରସ୍‌ କବଳରେ ସାରା ବିଶ୍ୱ; ଚୀନ୍‌ ପଡ଼ୋଶୀ ରାଷ୍ଟ୍ରର ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ଭୟଙ୍କର ରୂପ ନେଉଛି କରୋନା ଭୂତାଣୁ। ଦକ୍ଷିଣ କୋରିଆ ସମେତ  ଇଟାଲୀ, ସ୍ପେନ୍, ଜର୍ମାନୀରେ ସ୍ଥିତି ଅଧିକ ଉଦବେଗଜନର ରହିଛି। ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ର ଭୟାବହତାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ...

akshya
କେବେ ହେବ ଫାଶୀ: ପୁଣିଥରେ ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ଅକ୍ଷୟ ପୁଣି ଥରେ ଚାଲାକ୍ କରି ରାଜକ୍ଷମା ଆବେଦନ କରିଛି। ଏହା ପୂର୍ବରୁ ତାର ରାଜକ୍ଷମା ଖାରଜ କରିଥିଲେ ମହାମହିମ ରାଷ୍ଟ୍ରପତି। ତେବେ ରାଜକ୍ଷମା ଆବେଦନ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦିଆ ଯାଇନଥିବା ଅଭିଯୋଗ ହୋଇଛି। ସେହିପରି ସୁପ୍ରିମକୋର୍ଟଙ୍କ...

dutee
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଦୂତି ଚାନ୍ଦଙ୍କୁ ଗୋଲ୍ଡ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ଗୋଲ୍ଡ ମେଡାଲ୍ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମହିଳା ଶହେ ମିଟର୍ ଦୌଡ଼ରେ ଦୂତିଙ୍କୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।   ୧୧ ଦଶମିକ ୪୯ ସେକଣ୍ଡରେ ଦୂତି ଶହେ ମିଟର୍ ଅତିକ୍ରମ କରିଛନ୍ତି। ତେବେ ଦୂତିଙ୍କ...

looo
ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ନିବେଦନ

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜଧାନୀରେ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ଉଦ୍‌ଘାନଟ ଅବସରରେ ଏଭଳି ଦାବି ରଖିଛନ୍ତି ଧର୍ମେନ୍ଦ୍ର। ମେଡିକେୟାର ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,...

ga
ବଡ଼ବଡ଼ିଆଙ୍କୁ ପକ୍କା ଘର; କିନ୍ତୁ ଯୋଗ୍ୟ ହିତାଧିକାରୀ ପଲିଥିନ ତଳେ

ଭୁବନେଶ୍ୱର: ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନ ଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ,...

plus-2
ନକଲି ପରୀକ୍ଷାର୍ଥୀଙ୍କୁ ରୋକିବାକୁ ଯୁକ୍ତ ୨ ପରୀକ୍ଷାରେ ଏମିତି ହେବ ଚେକିଂ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ୧୧୪୩ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ରକୁ ଜଗିବ ସିସିଟିଭି। ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାକୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହୋଇଛି। ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା କେନ୍ଦ୍ର...

manasika rogi
ଅସହାୟତାର ସୁଯୋଗ ନେଇ କେହି ଜଣେ ପଶୁ ସାଜିଥିଲା; ଏମାନେ କିନ୍ତୁ ଦେବତା ହୋଇ ଉଦ୍ଧାର କଲେ

ଭଦ୍ରକ: ଯୁବକଙ୍କ ଉଚିତ୍ ପଦକ୍ଷେପ ଯୋଗୁ ବଞ୍ଚିଗଲା ମା’ ପୁଅର ଜୀବନ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି। କିଛିମାସ ତଳେ ମାନସିକ ବିକୃତି ଓ ଅସହାୟତାର ସୁଯୋଗ ନେଇ କେହି ଦୁବୃର୍ତ୍ତ...

train
କଟକ ରୁ ଭୁବନେଶ୍ୱର ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ। ଆସନ୍ତାକାଲିଠୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ। ତା’ପରେ ପର୍ଯ୍ୟାୟ କ୍ରମେ ନିୟମିତ ଟ୍ରେନ୍‌ ଗଡ଼ିବ। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍‌ଟି କଟକ ଅଭିମୁଖେ...

mnidr
ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପକୁ ମଞ୍ଜୁରୀ: ୨୫ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକଳ୍ପ ପାଇଁ ରାଜ୍ୟସରକାର ୨୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପୁରୀର ମାଟିତୋଟା ମୌଜାରେ ପ୍ରତିଷ୍ଠା ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ। ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ୧୫ ଏକର ଜମିରେ ପ୍ରତିଷ୍ଠା...