• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

df
ପଞ୍ଜାବ ୟୁନିଭର୍ସିଟି ହେଲା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ଚାମ୍ପିୟନ୍

ଭୁବନେଶ୍ୱର: ପଞ୍ଜାବ ୟୁନିଭର୍ସିଟି ହେଲା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ଚାମ୍ପିୟନ୍। ଆଜି ଉଦ୍‌ଯାପିତ ହୋଇଥିବା ଏହି ଗେମ୍ସରେ ପଞ୍ଜାବ ୟୁନିଭର୍ସିଟି ୧୭ଟି ସ୍ୱର୍ଣ୍ଣ, ୧୯ ରୌପ୍ୟ ଏବଂ ୧୦ ବ୍ରୋଞ୍ଜ ସହ ମୋଟ ୪୬ଟି ପଦକ ପାଇ ପ୍ରଥମ ସ୍ଥାନରେ ରହିଛି। ସେହିପରି ପୁନେର ସାବିତ୍ରୀ...

ଓ
ଲାଜ ଆଉ ଭୟ ଛାଡ଼ିଲେ ହିଁ ଲାଭ ଆଉ ଜୟ ସମ୍ଭବ; ଏକଥା ଦୁନିଆକୁ ଶିଖାଇଦେଲେ ସୁନୀଲ କୁମାର

ଅନୁଗୁଳ: ସେ କେବେ ଦେଖିନାହାଁନ୍ତି ସୁନୀଳ ଆକାଶକୁ। ଧରାପୃଷ୍ଠର ରଙ୍ଗ କହିଲେ ତାଙ୍କ ପାଇଁ କେବଳ କିଟିକିଟି ଅନ୍ଧାର। କାରଣ ସେ ଦୃଷ୍ଟିବାଧିତ। ତାହାରି ଭିତରେ ବି ଅଜସ୍ର ସ୍ୱପ୍ନକୁ ସାଉଁଟି ସେ ବାଟଚାଲୁଛନ୍ତି। ଯାହାଙ୍କ ନାଁ ସୁନୀଲ କୁମାର ସାହୁ। ରେଭେନ୍ସା ଓଡ଼ିଆ ବିଭାଗର ପିଜି ଛାତ୍ର।...

iu
ସାମ୍ପ୍ରଦାୟିକତାର କାଳକୁଟ ବିଷର ଜ୍ୱାଳାରେ ଜଳିଯାଇଥିବା ଗଛର ଅବଶେଷରୁ ଏବେ କଅଁଳୁଛି ଅମୃତର ଶାଖା

ନୂଆଦିଲ୍ଲୀ: ଏଯାବତ୍ ୪୫ ଜଣଙ୍କ ଜୀବନ ନେଲାଣି ଦିଲ୍ଲୀ ହିଂସା  ଖାଲି ଜୀବନ ନୁହେଁ, ଅନେକଙ୍କ ଘର ଜଳିଛି, ଆସବାବପତ୍ର ଓ ଗାଡ଼ି ମୋଟର ନଷ୍ଟ ହୋଇଛି। ବହୁ ସଂପର୍କରେ ବି ଫାଟ ଆସିଛି।  କିନ୍ତୁ ଏଭଳି ଘୃଣା ଓ ଆତଙ୍କ ଭିତରେ ବି ପ୍ରେମ ଓ ଭାଇଚାରାର...

ଇଉପ
ପାଠପଢ଼ୁଆ ଅଞ୍ଚଳରେ ଅନ୍ଧବିଶ୍ୱାସର ରାଜ୍; ଚୋର ଧରିବ ଖଟ

ଭଦ୍ରକ: ଶିକ୍ଷା ଓ ବିଜ୍ଞାନର ବିକାଶ ପରେ ବି ବଞ୍ଚିଛି ଅନ୍ଧ ବିଶ୍ୱାସ। ଚୋର ଧରିବାକୁ ଚାଲିଛି ଖଟବିଦ୍ୟାର ଖେଳ। କେତେବେଳେ କୁନି କୁନି ପିଲା କାନ୍ଧ ଦେଇଛନ୍ତି ତ ଆଉ କେତେବେଳ ବଡ଼ ମାନେ ବି ଚଳାଇଛନ୍ତି ଖଟବିଦ୍ୟା। କାରଣ ଗାଁରେ ଜଣଙ୍କ ଘରୁ ହୋଇଥିବା ଚୋରିର...

s
ଆଶାୟୀ ସଞ୍ଜୟଙ୍କୁ ଥଇଥାନ ପରେ କାହାକୁ ରାଜ୍ୟସଭା ପଠାଇବେ ନବୀନ ?

ଭୁବେଶ୍ୱର: ଆରମ୍ଭ ହୋଇଛି ରାଜ୍ୟସଭାର ହିସାବକିତାବ। ନିର୍ବାଚନ ପୂର୍ବରୁ ଥଇଥାନ ହୋଇଛନ୍ତି ଅନ୍ୟତମ ଆଶାୟୀ ସଂଜୟ ଦାଶବର୍ମା। ତାଙ୍କୁ ମିଳିଛି ଯୋଜନ ବୋର୍ଡ ଉପାଧ୍ୟକ୍ଷ ପଦ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଭାଗରେ ପଡ଼ିବ ୩ଟି ଆସନ। ତେବେ ରାଜ୍ୟସଭା ରେସ୍‌ରେ ଅନେକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କଳିକେଶ...

child
ଇଟାଭାଟିରୁ ଉଦ୍ଧାର ହେଲେ ୪ ଶିଶୁ ଶ୍ରମିକ

ମାଲକାନଗିରି: ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଚମ୍ପା ନଗରରେ ରହିଥିବା ଇଟାଭାଟିରେ ଶିଶୁ ଶ୍ରମିକମାନଙ୍କୁ କାମ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି...

konark
ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ

କୋଣାର୍କ: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ। ଗର୍ଭଗୃହରେ ପୋତାଯାଇଥିବା ବାଲି ୫ ମିଟର ତଳକୁ ଦବିଯାଇଛି। ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରର ଗର୍ଭଗୃହର ଉପରି ଭାଗରେ ପୂର୍ବ,...

cb
କଟକ SCB ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ୧୦ ବିଶିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

କଟକ: କଟକ SCB ମେଡିକାଲର ବିକାଶ ଓ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଜଣ ବିଶିଷ୍ଟ ଡାକ୍ତରଙ୍କୁ ଏଥିପାଇଁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଏହି ୧୦ଜଣଙ୍କ ମଧ୍ୟରୁ ୭ଜଣ ପଦ୍ମ ପୁରସ୍କାର ବିଜେତା ଓ ଉପଦେଷ୍ଟା ଟିମରେ ଥିବା...

lopd
ମହୁଲ ଗଛରେ ଝୁଲୁଛି ନାବାଳକ ଓ ନାବାଳିକାର ମୃତଦେହ

ନୂଆପଡ଼ା: ନାବାଳିକା ସହ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅଞ୍ଚଳର ଚାଷ ଜମିରେ ଥିବା ଏକ ମହୁଲ ଗଛରେ ନାବାଳକ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଝୁଲନ୍ତା ମୃତ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକ।...

jansdjaeraa
ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିଲା ଜନସାଧାରଣ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିଛି ଜନସାଧାରଣ ସ୍ପେଶାଲ ଟ୍ରେନ୍। ଆାଜିଠାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଏହି ନୂଆ ଟ୍ରେନ୍ ଚାଲିଛି। ଟ୍ୱିନିସିଟିର ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ୍...

trurv
ଏହି ଟ୍ରକ୍‌କୁ ଲକ୍ଷେ ୧୦ ହଜାର ୮ଶହ ଟଙ୍କା ଫାଇନ୍

ରାୟଗଡ଼ା : ଟ୍ରକକୁ ଲକ୍ଷେ ୧୦ ହଜାର ୮ଶହ ଟଙ୍କା ଫାଇନ୍। ଫାଇନ୍‌ର ରାଶି ପଢ଼ିକି ଆପଣ ଚମକି ଯିବେଣି। ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ରାୟଗଡ଼ା ଜିଲ୍ଲାରେ ଏକ ଟ୍ରକ୍‌ ଏତେ ମୋଟା ଅଙ୍କର ଫାଇନ୍‌ ହୋଇଯଛି। ଏକ କାଠ ବୋଝେଇ ଟ୍ରକକୁ ୧...

kkdf
ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର (ପ୍ରଣୟ ପାଣି): ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରିଛି। ଗତ...

gdsf
ଧୀରେ ଧୀରେ ସୁଧୁରୁଛି ଶ୍ରୀଜିତଙ୍କ ମାନସିକ ଅବସ୍ଥା

କଟକ: ଏ ଫ୍ରେଣ୍ଡ୍ ଇନ୍ ନିଡ୍ ଇଜ୍ ଫ୍ରେଣ୍ଡ ଇଣ୍ଡିଡ୍। ଏ କଥା ଶ୍ରୀଜିତ ପାଢୀଙ୍କ କ୍ଷେତ୍ରରେ ସତ ହୋଇଛି।  ସାଙ୍ଗସାଥିଙ୍କ ପ୍ରୟାସରୁ ସେ ଏବେ ଧିରେଧିରେ ସୁସ୍ଥ ହେଉଛନ୍ତି।  କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗରେ ଚାଲିଛି ତାଙ୍କର ଚିକିତ୍ସା।  ଚିକିତ୍ସା ପରେ ତାଙ୍କର ଅନେକ...