ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ। ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରେ ପ୍ରଥମ ଥର ପାଇଁ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ବାର୍ତ୍ତା ପହଞ୍ଚାଇବେ ମୋଦି। ଦେଶରେ କରୋନା ବ୍ୟାପିବା ପରେ ଏନେଇ ମୋଦି ଦେଶବାସୀଙ୍କୁ ସାହାସ ଓ ଏହାର ମୁକାବିଲା ନେଇ...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶରେ ୯୦୯ ଜଣ କରୋନାରେ ଚିକିତ୍ସିତ ହେଉଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ ରହିଛନ୍ତି। ସେପଟେ ଏବେ ଯାଏ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଗତ...
ଓଡ଼ିଶା: ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି ଓଡ଼ିଆ। କାମ ଓ ପେଟ ପାଟଣା ସନ୍ଧାନରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆ ଏବେ ଘରକୁ ଫେରିବାକୁ ନିବେଦନ କରୁଛନ୍ତି। କନ୍ଧମାଳ ଜିଲ୍ଲାର ବହୁ ଲୋକେ ଏବେ କେରଳରେ ଅଟକି ରହିଛନ୍ତି। ଫିରିଙ୍ଗିଆ, ତୁମୁଡ଼ିବନ୍ଧ, ବାଲିଗୁଡ଼ା ସମେତ ଅନ୍ୟ...
ଭୁବନେଶ୍ୱର: ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ବନ୍ଦ ପଡ଼ିଥିବା ସ୍କୁଲ ଓ କଲେଜରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ଫେରାଇ...
ନୂଆଦିଲ୍ଲୀ: ଶ୍ରମିକଙ୍କୁ ଦିଲ୍ଲୀ ନଛାଡ଼ିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଶ୍ରମିକଙ୍କ ପାଇଁ ରହିବା ଓ ଖାଇବା ସହ ଅନ୍ୟ ସମସ୍ତ ସୁବିଧା କରାଯାଇଛି। ଏନେଇ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା ହୋଇଥିବା କେଜ୍ରିଓ୍ୱାଲ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହ୍ୱାନ...
ଭଦ୍ରକ: କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବାବେଳେ ଭଦ୍ରକରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି। ଗାଡ଼ି ନ ପାଇ ହଇରାଣ ହେଉଥିବାବେଳେ ଆମ୍ବୁଲାନ୍ସରେ ଯିବା ଆସିବା କରୁଛନ୍ତି। ଭଦ୍ରକ ଚରମ୍ପା ପାଖରେ ଯାତ୍ରୀମାନଙ୍କୁ ବୋହୁଥିବା ଗୋଟିଏ ଆମ୍ବୁଲାନ୍ସକୁ ଟାଉନ ଥାନା ପୋଲିସ ଜବତ...
ଭୁବନେଶ୍ୱର: କରୋନାକୁ ନେଇ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ସାରା ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଭଳି ସ୍ଥିତିରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ରେଳବାଇ ପକ୍ଷରୁ ବଗି ଗୁଡିକୁ ସ୍ୱତନ୍ତ୍ର ଆଇସୋଲେସନ କୋଚରେ ପରିବର୍ତ୍ତନ କରାଯାଇଛି। ପ୍ରତି କୋଚ୍ରେ ଗୋଟିଏ ମାତ୍ର ସିଟ୍ ରଖାଯାଇଛି। ସାମ୍ନାରେ ଥିବା...
ଭୁବନେଶ୍ୱର: ଚୀନ୍ର ଉହାନ ସହରରୁ ଆସିଥିବା ଏହି କରୋନା ଭାଇରସ ପୃଥିବୀର ଅନେକ ଦେଶକୁ ନିଜର କବ୍ଜାକୁ ନେଇସାରିଲାଣି। ଏମିତିକି ଭାରତରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶର ସବୁଆଡ଼େ ଲକ୍ଡାଉନ୍ ହୋଇଥିଲେ ମଧ୍ୟ କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ...
ଭୁବନେଶ୍ୱର: ରାଜ୍ୟ ବାହାରେ ଥିବା ହଜାର ହଜାର ଓଡ଼ିଆଙ୍କୁ ସହାୟତା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଓଡ଼ିଶା ବାହାରର ଓଡ଼ିଆ ସଂଗଠନ ଗୁଡ଼ିକୁ ଅନୁରୋଧ କରିଛନ୍ତି ନବୀନ। ଏକ ଭିଡିଓ ଜାରି କରି ସହାୟତା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟରେ ଫସି...
ନୂଆପଡ଼ା: ଲକ୍ଡାଉନ ବେଳେ ନୂଆପଡ଼ାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ଯୋଗୁ ଭୋକ ଉପାସରେ ୧୩ ଜଣ ଶ୍ରମିକ ପ୍ରାୟ ୭୦ କିଲୋମିଟର ବାଟ ପାଦରେ ଚାଲିଚାଲି ଆସିଥିବା ଦେଖିବାକୁ ମିଳିଛି। ଖରିଆର ରୋଡ୍ ରେଳ ଲାଇନ ଦୋହରିକରଣ କାର୍ଯ୍ୟରେ...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ବିଦେଶରୁ ଆସିଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବାକୁ କ୍ୟାବିନେଟ ସଚିବ ରାଜୀବ ଗୌବା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଦ୍ୱାରା ସତର୍କ କରାଇଛନ୍ତି ଗୌବା। ଜାନୁଆରୀ ୧୮ରୁ ମାର୍ଚ୍ଚ ୨୩ ମଧ୍ୟରେ...