• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

corona777777
ହାର୍ଟ ସର୍ଜରୀ ପାଇଁ ଆସିଥିଲା ୬ମାସର ଶିଶୁ,ବାହାରିଲା କରୋନା

ଚଣ୍ଡିଗଡ଼: ଚଣ୍ଡିଗଡ଼ର ପିଜିଆଇ (PGI) ରେ ୬ ମାସର ଶିଶୁ କରୋନାରେ ପଜିଟିଭ୍ ଥିବା ଜଣାପଡିଛି। ଶିଶୁଟି ସଂସ୍ପର୍ଶରେ ଆସିଥିବା ୫୪ ମେଡିକାଲ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୧୮ଜଣ ଡାକ୍ତର ଥିବା ଜଣାପଡିଛି। ହାର୍ଟ ସର୍ଜରୀ କରିବା ପାଇଁ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର...

modi5555
ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରପଞ୍ଚଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପୂର୍ବରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଏପ୍ରିଲ ଅର୍ଥାତ୍ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ସରପଞ୍ଚଙ୍କ ସହ ସିଧାସଳଖ କଥା ହେବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଏପ୍ରିଲ ୨୪ରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ(e-Gram Swaraj...

ki
୧୦୪କୁ ଫେକ୍ କଲ କରିଥିବା ୩୮ ଜଣଙ୍କ ନାଁରେ ଏତଲା

ଭୁବନେଶ୍ୱର: କରୋନା ସଂପର୍କିତ ତଥ୍ୟ ଦେବାକୁ ସରକାରଙ୍କ ହେଲ୍ପଲାଇନ ନମ୍ବର ୧୦୪କୁ ଫେକ୍ କଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା। ୧୦୪ ପରିଚାଳନାକାରୀ ଜିକିଜା ହେଲ୍‌ଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ମୋଟ ୩୮ ଜଣ ଫେକ୍ କଲର୍‌ଙ୍କ ନାଁରେ ଏତଲା ଦିଆଯାଇଛି।...

fr
କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର। ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଥିବା ନେଇ ବିଏମ୍ସି ପକ୍ଷରୁ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ବି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ଏସବୁ ଅଞ୍ଚଳରେ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ...

corona
ସୁସ୍ଥ ହେଲେ ଦୁଇ କରୋନା ରୋଗୀ

  ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୨ ଜଣ କରୋନା ଆକ୍ରାନ୍ତ। ଆରୋଗ୍ୟ ହୋଇଥିବା ୨ ଆକ୍ରାନ୍ତ ଭୁବନେଶ୍ୱରର। ତେବେ ସେମାନଙ୍କ ସମ୍ପର୍କରେ ଅଧିକ କିଛି ତଥ୍ୟ ବର୍ତ୍ତମାନ ଯାଏ ସୂଚନା ପ୍ରଦାନ କରାଯାଇନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି...

electrict
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର; ବଢ଼ିବନି ବିଦ୍ୟୁତ୍ ଶୁଳ୍କ

ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏ ବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ୍ ଶୁଳ୍କ। ପୂର୍ବ ବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷରେ ଶୁଳ୍କ ଯାହା ଥିଲା ଏବର୍ଷ ଅପରିବର୍ତ୍ତି ରଖିବାକୁ ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତ୍ତି ନେଇଛି। ତା’ସହ ପ୍ରିପେଡ୍ ଉପଭୋକ୍ତାଙ୍କୁ ୨...

ଦଜ
ବିନା ପଞ୍ଜୀକରଣରେ ଓଡ଼ିଶା ଫେରି ପାରିବେନି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ବିନା ପଞ୍ଜୀକରଣରେ ଓଡ଼ିଶା ଫେରି ପାରିବେନି ପ୍ରବାସୀ ଓଡ଼ଆ। ଲକ୍‌ଡାଉନ୍ ଖୋଲିବା ପରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ଆକୁ ଫେରିବାକୁ ଥିବାରୁ ସେମାନେ କିଭଳି ଆସିବେ, ସେ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଦେଶର ବିଭିନ୍ନ ସ୍ଥାନରେ ଥିବା ଲକ୍ଷ ଲକ୍ଷ ଲୋକ ଓଡ଼ିଆ...

low
୧୧ ଜଣ ଆକ୍ରାନ୍ତଙ୍କ ଭ୍ରମଣ ତାଲିକା ଜାରି; କିଏ ତାସ୍ ଖେଳିଥିଲେ ତ ଆଉ କିଏ ସାଙ୍ଗଙ୍କ ସହ ଭୋଜି ଖାଇଥିଲେ

ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନ ସମୟରେ ସଙ୍ଗରୋଧ ନିୟମ ମାନୁ ନାହାନ୍ତି ଲୋକେ। ଆଜି ୧୧ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍  ହିଷ୍ଟ୍ରି ଜାରି ବେଳେ ଏ ତଥ୍ୟ ପଦାକୁ ଆସିଛି। ଯାଜପୁର ବାସୁଦେବପୁର ଅଞ୍ଚଳର ୭୩ ନମ୍ବର ଆକ୍ରାନ୍ତ ୨୯ରେ କୋଲକତାରୁ ଫେରିଥିଲେ। ୧୯ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ...

sonu
ସୋନୁଙ୍କ ୩ ବର୍ଷ ତଳର ଟ୍ୱିଟ୍‌ ଭାଇରାଲ୍‌: ଲକ୍‌ଡାଉନ୍‌ ପାଇଁ ଦୁବାଇରେ ଥିବାରୁ ତାଙ୍କୁ ଗିରଫ୍ କରିବା ପାଇଁ ଦାବି

ମୁମ୍ବାଇ: ବଲିଉଡ୍‌ ସିଙ୍ଗର ସୋନୁ ନିଗନଙ୍କ ୩ ବର୍ଷର ତଳର ଟ୍ୱିଟ୍‌କୁ ନେଇ ଏବେ ପୁଣିଥରେ ଉଠିଛି ବିବାଦର ଝଡ଼। କରୋନା ଜନିତ ଲକ୍‌ଡାଉନ୍ ଯୋଗୁ ସେ ବର୍ତ୍ତମାନ ଦୁବାଇରେ ଅଛନ୍ତି। ଭାରତ ଫେରିପାରୁ ନାହାନ୍ତି। ଏହି ସମୟରେ ଦୁବାଇ ପୁଲିସ୍‌ ତାଙ୍କୁ ଗିରଫ୍ କୁର ବୋଲି ଦାବି...

ramjna
ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ

ଯୋଜପୁର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ। ଆଜି ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କ ରାଯାଇଛି। ସେ ହେଲେ ୩୮ ବର୍ଷ ବୟସ୍କ ଯୁବକ। ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡ଼ିଛି। ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ...

kenjj
କେନ୍ଦୁଝରରେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜଣେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଜ୍ୱରରେ ପୀଡ଼ିତ ପୁଅକୁ ଡାକ୍ତରଖାନା ନେବା ସମୟରେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେପଟେ ଏହି ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛି କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ। ଅଭିଯୋଗ...

dd
ଲକ୍‌ଡାଉନ୍ ଉଲ୍ଲଂଘନକାରୀଙ୍କୁ ପୂଜା କରିବା ସହିତ କଦଳୀ ଭୋଗ ଲଗାଇଲା ପୁଲିସ୍

ଲକ୍ଷ୍ନୌ: ଲକ୍‌ଡାଉନ୍ ଉଲ୍ଲଂଘନକାରୀଙ୍କୁ ରାସ୍ତା ଉପରେ ପୂଜାର୍ଚ୍ଚନା କଲେ ପୋଲିସ୍। ଆଳତୀ, ଧୂପ, ଦୀପ ଲଗାଇ ପୂଜା କଲେ।ଏଭଳି କିଛି ଘଟଣା ଏବେ ଉତ୍ତରପ୍ରଦେଶ କାନପୁର ପୋଲିସ୍ ପାଇଁ ବେଶ ଚର୍ଚ୍ଚା ସାଉଁଟିଛି। ଆଜି ସକାଳୁ କିଛି ଲୋକେ ନିୟମ ଖିଲାପ କରିଥିବା ଦେଖିବାକୁ ମିଳିଥିଲା। ବିନା କାରଣରେ...

police
ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କଲେ ସ୍ଥାନୀୟ ଲୋକେ

ଲକ୍ଷ୍ନୌ: ଲକ୍‌ଡାଉନ୍ ଡ୍ୟୁଟିରେ ଥିବା ପୋଲିସ୍‌କୁ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଆଲିଗଡ଼ରେ ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କରିଛନ୍ତି ସ୍ଥାନୀୟଲୋକେ। ଆଜି ସକାଳୁ ଲକ୍‌ଡାଉନ୍ କଡ଼ାକଡ଼ି କରିବାକୁ ସହରରେ ପୋଲିସ୍ ପଇନ୍ତରା ମାରିଥିଲେ। ତେବେ ଏହି ସମୟରେ କିଛି ଲୋକ ବାହାରେ...

amit-shha
ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିକ୍ଷୋଭ ଡାକରା ପ୍ରତ୍ୟାହାର କଲା ଆଏମ୍‌ଏ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଦିଆଯାଇଥିବା ବିକ୍ଷୋଭ ଡାକରା ପ୍ରତ୍ୟାହାର ହୋଇଛି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ପ୍ରତିନିଧି ଓ ଅନ୍ୟ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା।...