• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Dec 2022: ଏହି ରାଶିର ବ୍ୟକ୍ତି ସାବଧାନ. . . ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ . .

ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ସିଂହ (ଅହୋରାତ୍ର) । ତିଥି- ୬ଷ୍ଠୀ ରାତ୍ରି ୧୧.୪୨ ଗତେ ୭ମୀ । ଘାତ ଚନ୍ଦ୍ର- କର୍କଟ, ମକର (ଅହୋରାତ୍ର) । ଘାତ ବାର – କର୍କଟ, ପୁଷ୍କର ଦୋଷ – ରାତ୍ରି ୧୧.୪୨ ଗତେ ୧ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ

Leo

ସିଂହ

Wednesday 14 Dec 2022

ମଘା – ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ । ପରିବାରରେ ହସ ଖୁସିର ପରିବେଶ ରହିବ ।

ପୂ , ଫାଲଗୁନୀ – କ୍ୟାରିୟରରେ ଭଲ ଫଳାଫଳ ପାଇବେ । ବ୍ୟବସାୟରେ ଉନ୍ନତି ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ ।

ଉ ,ଫାଲଗୁନୀ – ଟଙ୍କା କାରବାରକୁ ନେଇ ଅନେକ ସୁବିଧା ପାଇବେ । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢିପାରିବେ ।

ପ୍ରତିକାର – ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ଇଣ୍ଡିଗୋ

ଶୁଭ ସଂଖ୍ୟା :