• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th August 2023: ଏହି ରାଶିର ବ୍ୟକ୍ତି ଅଚାନକ ଧନ ଲାଭ କରିବେ

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର – ମକର ଦିବା ୧୦.୧୮ ଗତେ କୁମ୍ଭ । ତିଥି – ୧୪ଶୀ ଦିବା ୧୦.୫୮ ଗତେ ପୂର୍ଣମା । ଘାତ ଚନ୍ଦ୍ର - ସିଂହ ରାଶି, ଦିବା ୧୦.୧୮ ଗତେ ମିଥୁନ ଓ ମୀନ । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି ।

Leo

ସିଂହ

Wednesday 30 Aug 2023

ମଘା –ନୂତନ ବ୍ୟବସାୟ କରିବାର ଆଶା ମିଳିବ । ରୋଜଗାରରେ ନୂତନ ସୁଯୋଗ ସୃଷ୍ଟି ହେବ । ପୂର୍ବରୁ କରିଥିବା ଋଣ ପରିଶୋଧ କରିବେ । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ ।

ପୂ , ଫାଲଗୁନୀ - ଅଫିସ କାମରେ ବ୍ୟସ୍ତ ରହିବେ । ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ। ରାଜନୀତିରେ ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ ।

ଉ ,ଫାଲଗୁନୀ – କୋର୍ଟ ମାମଲାରେ ଶୁଭ ଖବର ମିଳିବ। ମହିଳା ମାନେ ଉଚ୍ଚଶିକ୍ଷା ଗ୍ରହଣ କରିବେ । ବିବାହିତ ସମ୍ବନ୍ଧୀୟ କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ ।

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ଇଣ୍ଡିଗୋ

ଶୁଭ ସଂଖ୍ୟା :