• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th August 2023: ଏହି ରାଶିର ବ୍ୟକ୍ତି ଅଚାନକ ଧନ ଲାଭ କରିବେ

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର – ମକର ଦିବା ୧୦.୧୮ ଗତେ କୁମ୍ଭ । ତିଥି – ୧୪ଶୀ ଦିବା ୧୦.୫୮ ଗତେ ପୂର୍ଣମା । ଘାତ ଚନ୍ଦ୍ର - ସିଂହ ରାଶି, ଦିବା ୧୦.୧୮ ଗତେ ମିଥୁନ ଓ ମୀନ । ଘାତ ବାର – କର୍କଟ । ପୁଷ୍କର ଦୋଷ – ନାସ୍ତି ।

Aquarius

କୁମ୍ଭ

Wednesday 30 Aug 2023

 ଧନିଷ୍ଠା – କୈାଣସି ଧାତୁ ବ୍ୟବସାୟରେ ଭଲ ଲାଭ ମିଳିବ । ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ ।

ଶତଭିଷା – ରାଜନୀତି କ୍ଷେତ୍ରରେ ବହୁତ ଉପରକୁ ଯାଇପାରନ୍ତି । ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । କ୍ରୋଧ ସମ୍ବରଣ ଦ୍ୱାରା ସୁଖି ହେବେ ।

ପୂ , ଭାଦ୍ରପଦ – ଜମିଜମା କାରବାରରେ ଠକାମୀରେ ପଡିବେ । କେହି ଆପଣାର ଲୋକ ଆପଣଙ୍କୁ ସାହାଯ୍ୟର ହାତ ବଢାଇବେ । ଅଟକି ଯାଇଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ ।

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :