• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭର ସୂଚନା ମିଳିବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର ଚନ୍ଦ୍ର – କୁମ୍ଭ ରାଶିର ଘାତ ଚନ୍ଦ୍ର- ମିଥୁନ, ମୀନ ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ ସନ୍ଧ୍ୟା ୦୫/୦୮ ଗତେ ୧ ପାଦ, କୃଷି-ସମ୍ପଦନାଶ- ଭୂମି-ତିଳକାଞନ ଦାନ

Libra

ତୁଳା

Saturday 08 Oct 2022

ଚିତ୍ରା – ରାଜନୀତି ସଙ୍ଗଠନ ସୁଦୃଢ ହେବ

ସ୍ୱାତୀ – ଚାକିରିରେ ଯେକୈାଣସି ପ୍ରକାରେ ନିଜର  ସ୍ଥିତିକୁ ସମ୍ଭାଳିବେ

ବିଶାଖା – ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ

ପ୍ରତିକାର – ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :