• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭର ସୂଚନା ମିଳିବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର ଚନ୍ଦ୍ର – କୁମ୍ଭ ରାଶିର ଘାତ ଚନ୍ଦ୍ର- ମିଥୁନ, ମୀନ ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ ସନ୍ଧ୍ୟା ୦୫/୦୮ ଗତେ ୧ ପାଦ, କୃଷି-ସମ୍ପଦନାଶ- ଭୂମି-ତିଳକାଞନ ଦାନ

Gemini

ମିଥୁନ

Saturday 08 Oct 2022

ମୃଗଶିରା - ସାମାଜିକ ମାନସମ୍ନାନ ବାଧାପ୍ରାପ୍ତ ହେବ

ଆଦ୍ରା - ଆୟ ଭଲ ରହିବ କିନ୍ତୁ ହାତ ଖୋଲା ଖର୍ଚ୍ଚ କରିପାରନ୍ତି

ପୁନର୍ବସୁ - ଚାକିରିରେ ସ୍ଥାନ ନାଶ ଯୋଗ ରହିଛି

ପ୍ରତିକାର – ଗଣେଶଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :