• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭର ସୂଚନା ମିଳିବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର ଚନ୍ଦ୍ର – କୁମ୍ଭ ରାଶିର ଘାତ ଚନ୍ଦ୍ର- ମିଥୁନ, ମୀନ ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ ସନ୍ଧ୍ୟା ୦୫/୦୮ ଗତେ ୧ ପାଦ, କୃଷି-ସମ୍ପଦନାଶ- ଭୂମି-ତିଳକାଞନ ଦାନ

Sagittarius

ଧନୁ

Saturday 08 Oct 2022

ମୂଳା – ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ

ପୂ , ଷାଢା – ଇଛିତ କାର୍ଯ୍ୟ ପୂରଣ ହେବ

ଉ , ଷାଢା – ମହିଳା ମାନେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ

ପ୍ରତିକାର – ଗୁରୁଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :