• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନ ଲାଭର ସୂଚନା ମିଳିବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର ଚନ୍ଦ୍ର – କୁମ୍ଭ ରାଶିର ଘାତ ଚନ୍ଦ୍ର- ମିଥୁନ, ମୀନ ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ ସନ୍ଧ୍ୟା ୦୫/୦୮ ଗତେ ୧ ପାଦ, କୃଷି-ସମ୍ପଦନାଶ- ଭୂମି-ତିଳକାଞନ ଦାନ

Capricorn

ମକର

Saturday 08 Oct 2022

ଉ , ଷାଢା - ଆଂଶୀଦାରୀ ବ୍ୟବସାୟରେ ମନୋମାଳିନ୍ୟ ଦେଖାଦେଇ ପାରେ

ଶ୍ରବଣା – ବିଦେଶରେ ଅସୁବିଧାରେ ପଡିପାରନ୍ତି

ଧନିଷ୍ଠା – ଭାଇ-ବନ୍ଧୁଙ୍କ ସହ ବିବାଦ ଦେଖାଦେଇ ପାରେ

ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :