• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th August 2023: ଏହି ରାଶିର ବ୍ୟକ୍ତି ଆଜି ଆର୍ଥ ତଥା ଭୂମି, ସୁନା ଆଦି ଲାଭ କରିବେ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି - ୫ମୀ ପ୍ରାତଃ ୦୭.୧୦ ଗତେ ୬ଷ୍ଠୀ (କ୍ଷୟ) ନିଶାନ୍ତ ୦୫.୨୦ ଗତେ ୭ମୀ ।ଘାତ ଚନ୍ଦ୍ର- ଧନୁ ରାତ୍ରି୦୧.୪୪ ଗତେ ମେଷ । ଘାତ ବାର- ମେଷ । ପୁଷ୍କର ଦୋଷ- ୧ ପାଦ । କୃଷିହାନୀ- ଭୂମିଦାନ ନିଶାନ୍ତ ୦୫.୨୦ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

Virgo

କନ୍ୟା

Sunday 06 Aug 2023

ଉ- ଫାଲ୍‌ଗୁନୀ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସି ଶାରୀରିକ କଷ୍ଟ ଦୂର ହେବ । ପିଲା ମାନଙ୍କ ପଢାକୁ ନେଇ ମନ ଖୁସି ରହିବ ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଆନନ୍ଦିତ ହେବେ । ବ୍ୟବସାୟରେ ଭାଗିଦାରୀଙ୍କ ସହ ମତାନ୍ତର ଦୂରେଇ ଯିବ ।

ହସ୍ତା- କାରବାରରେ ପରିବର୍ତ୍ତନ କରିବାର ଇଚ୍ଚା ଜାଗ୍ରତ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ସାମ୍ବାଦିକମାନେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ ।

ଚିତ୍ରା- ସମାଜ ସେବା କାର୍ଯ୍ୟରେ ଯୋଗ ଦେବେ । ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇବେ । ପୂରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।

ପ୍ରତିକାର – ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :