• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Dec 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର  –  ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୮ ଗତେ ୧ ପାଦ- କୃଷିହାନି- ଭୂମିଦାନ।

Capricorn

ମକର

Sunday 04 Dec 2022

ଉ , ଷାଢା -  ଦାମ୍ପତ୍ୟ ଜୀବନ ମଧୁରତା ପୂର୍ଣ୍ଣ ହେବ । ଯେକୌଣସି କାମ କରିବା ବେଳେ ମନକୁ ଶାନ୍ତ ଋଖନ୍ତୁ । ବ୍ୟବସାୟରେ ନୂଆ ପନ୍ଥା ପ୍ରୟୋଗ କରିବେ ।
ଶ୍ରବଣା – ସାମାଜିକ କାର୍ଯ୍ୟ ଲାଗି ରୁଚି ବଢିପାରେ । ରାଜନୀତିରେ ବଡ  କାମ ହାତକୁ ନେବେ । କ୍ୟାରିୟରରେ ଆଗକୁ ବଢିବା ଲାଗି ନୂଆ ଅବସର ମିଳିବ ।
ଧନିଷ୍ଠା – ମହିଳାମାନେ ଘରକୁ ସଜାଇବାରେ ବ୍ୟସ୍ତ ରହିବେ । ଜମିକୁ ନେଇ ଲାଗି ରହିଥିବା ମତାନ୍ତର ଦୂର ହୋଇଯିବ ।

ପ୍ରତିକାର – ସକାଳୁ ଗାଧୋଇ  ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :