• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Dec 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର  –  ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୮ ଗତେ ୧ ପାଦ- କୃଷିହାନି- ଭୂମିଦାନ।

Leo

ସିଂହ

Sunday 04 Dec 2022

ମଘା – ଦେହପୀଡ଼ା ହେତୁ ସବୁ କାର୍ଯ୍ୟ ଅଧା ରହିବ । ପତିପତ୍ନୀଙ୍କ ଭିତରେ ମନମାଳିନ୍ୟ ଦେଖାଦେବ । ବ୍ୟବସାୟରେ ଉଥାନ-ପତନ ଲାଗି ରହିବ ।
ପୂ , ଫାଲଗୁନୀ -  ଛାତ୍ରଛାତ୍ରୀଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପାଠପଢାରେ ମନ ଦେବେ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନୀତିରେ ସମ୍ମାନ ପାଇବେ ।
ଉ ,ଫାଲଗୁନୀ – ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ । ଜମିରେ ଆଜି ନିବେଶ କରନ୍ତୁ ନାହିଁ ।

ପ୍ରତିକାର – କୂଳ ଦେବତାଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :