• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Dec 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର  –  ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୮ ଗତେ ୧ ପାଦ- କୃଷିହାନି- ଭୂମିଦାନ।

Pisces

ମୀନ

Sunday 04 Dec 2022

ପୂ , ଭାଦ୍ରପଦ - ପାରିବାରିକ ଜୀବନରେ ଅସୁବିଧା ଦେଖା ଦେଇପାରେ । ବ୍ୟବସାୟରେ ସର୍ତକତା ଅବଲମ୍ବନ କଲେ ଲାଭବାନ୍ ହୋଇପାରନ୍ତି।
ଉ , ଭଦ୍ରପଦ - ଚାକିରିରେ ଅବହେଳା ହେତୁ ଅପଦସ୍ତ ହେବେ । ରାଜନୈତିକ ସମ୍ମାନ ପାଇବେ । ବିଦ୍ୟାର୍ଥୀମାନେ ପଢାରେ ଆଗରେ ରହିବେ ।
ରେବତୀ – ମହିଳାଙ୍କୁ ଭାଗ୍ୟର ପୁରା ସହଯୋଗ ପାଇବେ । 

ପ୍ରତିକାର – ମା’ ତାରାଙ୍କର ମନ୍ତ୍ରକୁ ଜପ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :