• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Dec 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର  –  ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୮ ଗତେ ୧ ପାଦ- କୃଷିହାନି- ଭୂମିଦାନ।

Gemini

ମିଥୁନ

Sunday 04 Dec 2022

ମୃଗଶିରା  - ପରିବାରର ପରିସ୍ଥିତିକୁ ନେଇ ମନ ଭାରାକ୍ରାନ୍ତ ରହିବ । ଧୈର୍ଯ୍ୟର ସହିତ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ ।
ଆଦ୍ରା -  ସଭାସମିତିରେ ଅପ୍ରିୟ ମିଛ କଥାକହି ବିରୋଧି ହୋଇପାରନ୍ତି । ବ୍ୟବସାୟରେ ନୂଆ ଗୋଷ୍ଠୀ ସହ ଯୋଡି ହେବା ପାଇଁ ଚେଷ୍ଟା କରିବେ
ପୁନର୍ବସୁ -  ଅଫିସ୍‌ରେ ଆଜି ନିଜ କାମକୁ ନେଇ ବ୍ୟସ୍ତ ରହିବେ । ମାଲିମକଦ୍ଦମାରେ ବିଜୟୀ ଲାଭ କରିବେ । 

ପ୍ରତିକାର – ଦତାତ୍ରୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :