• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Dec 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର  –  ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୮ ଗତେ ୧ ପାଦ- କୃଷିହାନି- ଭୂମିଦାନ।

Taurus

ବୃଷ

Sunday 04 Dec 2022

କୃତିକା  - ଆରୋଗ୍ୟ ଲାଭ ସହ ବୌଦ୍ଧିକ ବିକାଶ ଘଟିବ । ବନ୍ଧୁତା ସୂତ୍ରରେ ଆବଦ୍ଧ ରହି କର୍ତ୍ତବ୍ୟରେ ତ୍ରୁଟି ରହିବ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର ପୂରା ହେବ।
ରୋହିଣୀ – ରାଜନୀତି କ୍ଷେତ୍ରରେ ଦୃଢ ମନୋବଳ ରଖିବେ କାରବାରରେ ବକେୟା ଅର୍ଥ ପାଇବେ। ଶିକ୍ଷାର୍ଥୀ  ଆଳସ୍ୟ ତ୍ୟାଗ କରନ୍ତୁ। 
ମୃଗଶିରା – ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ। ଜମି ସମସ୍ୟା ସମାଧାନ ହେବ ।

ପ୍ରତିକାର – ମା’ କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :