• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th August 2022: ଆଜି ଏହି ରାଶିର ବ୍ୟକ୍ତି ଶୁଭ ଖବର ପାଇବେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର ତିଥି – ୩ୟା ଦିବା ୦୩/୩୩ ଗତେ ୪ର୍ଥୀ ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର –ମକର ରାଶିର ପୁଷ୍କର ଦୋଷ – ୧ ପାଦ- କୃଷିହାନି-ଭୂମିହାନି

Leo

ସିଂହ

Tuesday 30 Aug 2022

ମଘା – କାରବାରରେ ଲାଗିଥିବା ବାଧା ଦୂର ହେବ

ପୂ , ଫାଲଗୁନୀ - ଅଜଣା ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ପାଇବ

ଉ ,ଫାଲଗୁନୀ – ଯାହା କାମ ଆରମ୍ଭ କରିବେ ତାଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :