• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th August 2022: ଆଜି ଏହି ରାଶିର ବ୍ୟକ୍ତି ଶୁଭ ଖବର ପାଇବେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର ତିଥି – ୩ୟା ଦିବା ୦୩/୩୩ ଗତେ ୪ର୍ଥୀ ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର –ମକର ରାଶିର ପୁଷ୍କର ଦୋଷ – ୧ ପାଦ- କୃଷିହାନି-ଭୂମିହାନି

Aquarius

କୁମ୍ଭ

Tuesday 30 Aug 2022

ଧନିଷ୍ଠା – ବେଜଟ୍‌କୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ

ଶତଭିଷା – କାର୍ଯ୍ୟରେ କାମର ବୋଝ ବଢିପାରେ

ପୂ , ଭାଦ୍ରପଦ – ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାରେ ପଡି ପାରନ୍ତି

ପ୍ରତିକାର – ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :