• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th August 2022: ଆଜି ଏହି ରାଶିର ବ୍ୟକ୍ତି ଶୁଭ ଖବର ପାଇବେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର ତିଥି – ୩ୟା ଦିବା ୦୩/୩୩ ଗତେ ୪ର୍ଥୀ ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର –ମକର ରାଶିର ପୁଷ୍କର ଦୋଷ – ୧ ପାଦ- କୃଷିହାନି-ଭୂମିହାନି

Cancer

କର୍କଟ

Tuesday 30 Aug 2022

ପୁନର୍ବସୁ - ଆପଣଙ୍କ ସବୁ ସମସ୍ୟା ସମାଧାନ କରିବେ

ପୁଷ୍ୟା – ଛାତ୍ରିଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତି ଠାରୁ ଭଲ ପରାମର୍ଶ ମିଳିବ

ଅଶ୍ଳେଷା – ସମସ୍ତଙ୍କ ନଜରରେ ଭଲ ହୋଇ ରହିବେ

ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :