• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th August 2022: ଆଜି ଏହି ରାଶିର ବ୍ୟକ୍ତି ଶୁଭ ଖବର ପାଇବେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର ତିଥି – ୩ୟା ଦିବା ୦୩/୩୩ ଗତେ ୪ର୍ଥୀ ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତ ବାର –ମକର ରାଶିର ପୁଷ୍କର ଦୋଷ – ୧ ପାଦ- କୃଷିହାନି-ଭୂମିହାନି

Gemini

ମିଥୁନ

Tuesday 30 Aug 2022

ମୃଗଶିରା - ଅଫିସ୍ କାମରେ ବ୍ୟସ୍ତ ରହିବେ

ଆଦ୍ରା – ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ

ପୁନର୍ବସୁ - ନିଜର ଖର୍ଚ୍ଚ ଉପରେ ଆୟତ ରଖନ୍ତୁ

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :