• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Nov 2022: ଏହି ରାଶିର ବ୍ୟକ୍ତି ଆଜି ନୂଆ ଯାନବାହନ କିଣିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର ଚନ୍ଦ୍ର – ମକର ଦିବା ୦୨/୧୬ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୯/୧୦ ଗତେ ୧୦ମୀ ଘାତ ଚନ୍ଦ୍ର- ସିଂହ ଦିବା ୦୨/୧୬ ଗତେ ମିଥୁନ ଓ ମୀନ ଘାତ ବାର – କର୍କଟ ପୁଷ୍କର ଦୋଷ - ନାସ୍ତି

Virgo

କନ୍ୟା

Wednesday 02 Nov 2022

ଉ , ଫାଲଗୁନୀ – ଶାରୀରିକ ସମସ୍ୟାରୁ ମୁକ୍ତ ରହିବେ । ବ୍ୟବସାୟରେ ସାମାନ୍ୟ ପରିବର୍ତନ ଆସିବ । ସଙ୍ଗୀତରେ ସୁନାମ ଅର୍ଜନ କରିବେ ।

ହସ୍ତା – ଦୁର୍ବଳତା ସାଙ୍ଗକୁ ସାଧାରଣ କଥାରେ ରାଗିଲେ ନିଜ ପାଇଁ ଅନିଷ୍ଟ ହୋଇପାରେ । କର୍ମ କ୍ଷେତ୍ରରେ ଅନ୍ୟର ସାହାର୍ଯ୍ୟକୁ ଅସ୍ୱୀକାର କରି ପରିକ୍ଷଣରେ ନିନ୍ଦିତ ହୋଇପାରନ୍ତି

ଚିତ୍ରା – ଜମି ବିବାଦ ପୁଣିଥରେ ଉପୁଜି ପାରେ । ମହିଳାଙ୍କ ପାଇଁ ବିବାହ ପ୍ରସ୍ତାବ ଅସିପାରେ

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :