• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Nov 2022: ଏହି ରାଶିର ବ୍ୟକ୍ତି ଆଜି ନୂଆ ଯାନବାହନ କିଣିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର ଚନ୍ଦ୍ର – ମକର ଦିବା ୦୨/୧୬ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୯/୧୦ ଗତେ ୧୦ମୀ ଘାତ ଚନ୍ଦ୍ର- ସିଂହ ଦିବା ୦୨/୧୬ ଗତେ ମିଥୁନ ଓ ମୀନ ଘାତ ବାର – କର୍କଟ ପୁଷ୍କର ଦୋଷ - ନାସ୍ତି

Leo

ସିଂହ

Wednesday 02 Nov 2022

ମଘା – ବିଶେଃଷ ସୂତ୍ରରୁ ଅର୍ଥ ଲାଭ କରିବେ । ରକ୍ତ ସମ୍ପର୍କୀୟ ଜଣେ ବନ୍ଧୁଙ୍କ ସାହାଯ୍ୟରେ ପ୍ରତିଶ୍ରୁତି ଦେବେ , ସୁଯୋଗ ପାଇ କାମ ହାସଲ କରିବେ ।

ପୂ , ଫାଲଗୁନୀ - ରାଜନିତିରେ ସାଧାରଣ କଥାକୁ ନେଇ ବିରକ୍ତି ଭାବ ପ୍ରକାଶ କରିବେ । ରଚନାତ୍ମକ କାମରେ ଉଚ୍ଚ ପ୍ରଂଶସା ପାଇବେ ।

ଉ ,ଫାଲଗୁନୀ – ଅଦାଲତରୁ ଶୁଭଫଳ ପାଇବେ । ମହିଳା ମାନେ ମନକଥା ଖୋଲିକି କହିବେ ।

ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :