• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Nov 2022: ଏହି ରାଶିର ବ୍ୟକ୍ତି ଆଜି ନୂଆ ଯାନବାହନ କିଣିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ବୁଧବାର ଚନ୍ଦ୍ର – ମକର ଦିବା ୦୨/୧୬ ଗତେ କୁମ୍ଭ ତିଥି- ୯ମୀ ରାତ୍ରି ୦୯/୧୦ ଗତେ ୧୦ମୀ ଘାତ ଚନ୍ଦ୍ର- ସିଂହ ଦିବା ୦୨/୧୬ ଗତେ ମିଥୁନ ଓ ମୀନ ଘାତ ବାର – କର୍କଟ ପୁଷ୍କର ଦୋଷ - ନାସ୍ତି

Scorpio

ବିଛା

Wednesday 02 Nov 2022

ବିଶାଖା – ଅଯଥା ବିରକ୍ତି ନ ହୋଇ ପିଲାମାନଙ୍କର ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ । ସାମୟିକ ମୁଣ୍ଡ ଓ ପେଟରେ କଷ୍ଟ ପାଇବେ । ଆୟବ୍ୟୟ ସମାନ ରହିବ ।

ଅନୁରାଧା – କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବକୁ ନେଇ ପ୍ରଂଶସିତ ହେବେ । ପଡୋଶିଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ ।

ଜ୍ୟେଷ୍ଠା – ଭୂ-ସମ୍ପତି ଭାଗ ହୋଇପାରେ । ନାରୀ ମାନଙ୍କର ସହନଶୀଳତା ବୃଦ୍ଧି ପାଇବ ।

ପ୍ରତିକାର –ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :