• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର।ତିଥି- ୬ଷ୍ଠୀ ସନ୍ଧ୍ୟା ୦୬.୨୨ ଗତେ ୭ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୬.୨୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।

ଶୁଭସମୟ-

ଦିବା- ୧୦.୧୧ ରୁ ୦୧.୦୧

ରାତ୍ରି- ୦୮.୧୯ ରୁ ୧୦.୩୬

ରାତ୍ରି- ୧୨.୦୮ ରୁ ୦୧.୩୯ 

ରାତ୍ରି- ୦୨.୨୫ ରୁ ୦୩.୫୭

ଅଶୁଭସମୟ-

ରାହୁକାଳ- ଦିବା ୦୮.୩୭ ରୁ ୧୦.୧୧

କାଳବେଳା- ପ୍ରାତଃ ୦୫.୨୯ ରୁ ୦୭.୦୩

  ଦିବା ୦୪.୨୮ ରୁ ୦୬.୦୨

ବାରବେଳା- ଦିବା ୦୧.୨୦ ରୁ ୦୨.୫୪

କାଳରାତ୍ରି- ସନ୍ଧ୍ୟା ୦୬.୦୨ ରୁ ୦୭.୨୮

 ରାତ୍ରି ୦୪.୦୨ ରୁ ୦୫.୨୮