• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th October 2023: ରାସ୍ତାରେ ଯିବାବେଳେ ସତର୍କ ରୁହନ୍ତୁ, କୋର୍ଟ ମାମଲାଠୁ ଦୂରେଇ ରୁହନ୍ତୁ...

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୬  ତାରିଖ,  ଗୁରୁବାର, ଚନ୍ଦ୍ର-  କୁମ୍ଭ ପ୍ରାତଃ ୦୫.୫୭ ଗତେ ମୀନ ତିଥି – ୧୨ଶୀ ଦିବା ୦୯.୪୪ ଗତେ ୧୩ଶୀ ଘାତ ଚନ୍ଦ୍ର-  ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୫୭ ଗତେ ଧନୁ ରାଶିର ଘାତ ବାର –  ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୪୪ ଗତେ ୧ ପାଦ - କୁଟୁମ୍ବହାନି - ତିଳକାଞ୍ଚନ ଦାନ ଦିବା ୧୧.୨୬ ପର୍ଯ୍ୟନ୍ତ

Aquarius

କୁମ୍ଭ

Thursday 26 Oct 2023

ଧନିଷ୍ଠା – କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ 
ଶତଭିଷା – ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ । 
ପୂ , ଭାଦ୍ରପଦ  – ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ 

ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :