• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th October 2023: ରାସ୍ତାରେ ଯିବାବେଳେ ସତର୍କ ରୁହନ୍ତୁ, କୋର୍ଟ ମାମଲାଠୁ ଦୂରେଇ ରୁହନ୍ତୁ...

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୬  ତାରିଖ,  ଗୁରୁବାର, ଚନ୍ଦ୍ର-  କୁମ୍ଭ ପ୍ରାତଃ ୦୫.୫୭ ଗତେ ମୀନ ତିଥି – ୧୨ଶୀ ଦିବା ୦୯.୪୪ ଗତେ ୧୩ଶୀ ଘାତ ଚନ୍ଦ୍ର-  ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୫୭ ଗତେ ଧନୁ ରାଶିର ଘାତ ବାର –  ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୪୪ ଗତେ ୧ ପାଦ - କୁଟୁମ୍ବହାନି - ତିଳକାଞ୍ଚନ ଦାନ ଦିବା ୧୧.୨୬ ପର୍ଯ୍ୟନ୍ତ

Virgo

କନ୍ୟା

Thursday 26 Oct 2023

ଉ , ଫାଲଗୁନୀ – ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତ୍ତନ ଆସିପାରେ । କର୍ମକ୍ଷେତ୍ରରେ ଉତ୍ସାହ ଜନକ ରହିବ । ଖେଳ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ ।
ହସ୍ତା – ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । କୈାଣସି ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମନୋବଳକୁ ବଢେଇ ଦେବ
ଚିତ୍ରା – ମାଲିମୋକଦ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ   ସହିିତ  ଯାତାୟତ କରିବା ଉଚିତ୍ ।

ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :