Daily Horoscope 26th October 2023: ରାସ୍ତାରେ ଯିବାବେଳେ ସତର୍କ ରୁହନ୍ତୁ, କୋର୍ଟ ମାମଲାଠୁ ଦୂରେଇ ରୁହନ୍ତୁ...
/odishatv-khabar/media/media_files/uploadimage/library/16_9/16_9_0/____1698291061-114415.jpg)
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୬ ତାରିଖ, ଗୁରୁବାର, ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୫୭ ଗତେ ମୀନ ତିଥି – ୧୨ଶୀ ଦିବା ୦୯.୪୪ ଗତେ ୧୩ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୫୭ ଗତେ ଧନୁ ରାଶିର ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୪୪ ଗତେ ୧ ପାଦ - କୁଟୁମ୍ବହାନି - ତିଳକାଞ୍ଚନ ଦାନ ଦିବା ୧୧.୨୬ ପର୍ଯ୍ୟନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
