• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th August 2023: ହଠାତ୍ କୌଣସି ଖବର ପାଇ ଆଶ୍ଚର୍ଯ୍ୟ ହେବେ, ଜମି କିଣିବାର ଯୋଗ ରହିଛି...

ସୌର ସିଂହମାସ ଶ୍ରାବଣ (ଶୁଦ୍ଦ ) ଶୁକ୍ଲ ପକ୍ଷ। ଇଂରାଜୀରେ ୨୪ ତାରିଖ, ଗୁରୁବାର।  ଚନ୍ଦ୍ର – ବିଛା ଅହୋରାତ୍ର ତିଥି -  ୮ମୀ ରାତ୍ରି ୦୩.୧୦ ଗତେ ୯ମୀ ଘାତ ଚନ୍ଦ୍ର – ନାସ୍ତି ଘାତବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳ କାଞନ ଦାନ ଦିବା ୦୯.୦୨

Cancer

କର୍କଟ

Thursday 24 Aug 2023

ପୁନର୍ବସୁ- ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ
ପୁଷ୍ୟା- ଶିକ୍ଷାର୍ଥୀମାନେ କିଛି ପରିମାଣରେ ଶୁଭଫଳ ପାଇବେ । ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ଅଶ୍ଳେଷା- ଭୂ-ସମ୍ପତ୍ତି କିଣିବାର ଯୋଗ ରହିଛି । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ । ନୂତନ ଦ୍ରବ୍ୟ ଲାଭର  ସୁଯୋଗ  ରହିଛି ।

ପ୍ରତିକାର – ମାଛଙ୍କୁ ଖାଦ୍ୟ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :