• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Sept 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ତିଥି – ୧୦ ମୀ ରାତ୍ରି ୦୯/୨୬ ଗତେ ୧୧ଶୀ, ଚନ୍ଦ୍ର – ମିଥୁନ ଦିବା ୦୨/୨୩ ଗତେ କର୍କଟ, ଘାତ ଚନ୍ଦ୍ର- କନ୍ୟା ରାଶିର ଦିବା ୦୨/୨୩ ପର୍ଯ୍ୟନ୍ତ, ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୯/୦୬ ଗତେ ୧ ପାଦ- କୃଷିହାନି- ଭୂମିଦାନ

Leo

ସିଂହ

Tuesday 20 Sep 2022

ମଘା – ସାଂସାରିକ ଦ୍ରବ୍ୟାଦି ଲାଭ କରିବେ ।

ପୂ , ଫାଲଗୁନୀ - ସାମାଜିକ ସହଯୋଗ ଲାଭ କରିବେ ।

ଉ ,ଫାଲଗୁନୀ – ବ୍ୟବସାୟ ପଥ ସୁଗମ ହେବ, ଆୟ ଅବ୍ୟହତ ହେବ ।

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :