• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Sept 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ତିଥି – ୧୦ ମୀ ରାତ୍ରି ୦୯/୨୬ ଗତେ ୧୧ଶୀ, ଚନ୍ଦ୍ର – ମିଥୁନ ଦିବା ୦୨/୨୩ ଗତେ କର୍କଟ, ଘାତ ଚନ୍ଦ୍ର- କନ୍ୟା ରାଶିର ଦିବା ୦୨/୨୩ ପର୍ଯ୍ୟନ୍ତ, ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୯/୦୬ ଗତେ ୧ ପାଦ- କୃଷିହାନି- ଭୂମିଦାନ

Gemini

ମିଥୁନ

Tuesday 20 Sep 2022

ମୃଗଶିରା - ନିଜର ଆଦର୍ଶ ପ୍ରତିଷ୍ଠା ମୂଖ୍ୟ କାମନା ହେବ ।

ଆଦ୍ରା - ହାତକୁ ନେଇ ଥିବା କାମରେ କୃତ କାର୍ଯ୍ୟ ହେବେ ।

ପୁନର୍ବସୁ - ସୁଖ, ସମୃଦ୍ଧି ବଢିବ, ମହିଳା ମାନେ ସମ୍ନନୀୟ ହେବେ ।

ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :