• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Sept 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ତିଥି – ୧୦ ମୀ ରାତ୍ରି ୦୯/୨୬ ଗତେ ୧୧ଶୀ, ଚନ୍ଦ୍ର – ମିଥୁନ ଦିବା ୦୨/୨୩ ଗତେ କର୍କଟ, ଘାତ ଚନ୍ଦ୍ର- କନ୍ୟା ରାଶିର ଦିବା ୦୨/୨୩ ପର୍ଯ୍ୟନ୍ତ, ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୯/୦୬ ଗତେ ୧ ପାଦ- କୃଷିହାନି- ଭୂମିଦାନ

Cancer

କର୍କଟ

Tuesday 20 Sep 2022

ପୁନର୍ବସୁ - ମହିଳା ଓ ପିଲା ମାନେ ଆତ୍ମ ନିଯୁକ୍ତି ପାଇଁ ଚେଷ୍ଟିତ ରହିବେ ।

ପୁଷ୍ୟା – ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବେ ।

ଅଶ୍ଳେଷା - କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ ।

ପ୍ରତିକାର – ମା ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :