• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th January 2023:ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ପଦୋନ୍ନୀତିର ଯୋଗ ରହିଛି

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର – ବିଛା ଦିବା ୦୩.୧୭ ଗତେ ଧନୁ । ତିଥି - ୧୨ଶୀ ଦିବା ୦୧.୧୮ ଗତେ ୧୩ଶୀ ଘାତ ଚନ୍ଦ୍ର – ଦିବା ୦୩.୧୭ ଗତେ ତୁଳା , କୁମ୍ଭ । ଘାତ ବାର- ତୁଳା , କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୧୮ ପର୍ଯ୍ୟନ୍ତ

Capricorn

ମକର

Thursday 19 Jan 2023

ଉ , ଷାଢା – ହଠାତ୍ ବାୟୁରୋଗ ଦେଖା ଦେଇପାରେ । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ । ସ୍ଥଗିତ ଥିବା କର୍ମଟି ପୂରଣ ହେବାପାଇଁ ଆର୍ଥୀକ ସଙ୍କଟ ଦୂରେଇ ଯାଇପାରେ ।

ଶ୍ରବଣା – ନୂତନ ବ୍ୟବସାୟରେ ଆରମ୍ଭ କରିପାରନ୍ତି ମାତ୍ର ମୂଳଧନ ବିନିଯୋଗରେ ସାମାନ୍ୟ ଲାଭ ଦେଖାଦେବ । ରାଜନୀତି କ୍ଷେତ୍ରରେ ସମସ୍ୟା ସୁଧାର ନେବି । ମନ ଚଳ ହେତୁ ପାଠପଢାରେ ମନ ଲାଗିବ ନାହିଁ ।

ଧନିଷ୍ଠା – ଉଚ୍ଚ କର୍ମକର୍ତା ମାନେ ଆପଣଙ୍କ ଉପରେ ଖୁସି ହେବାର ଆଶା ଦେଖାଦେବ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ନାରୀମାନେ ଉଦର ପୀଡାରୁ ମୁକ୍ତି ପାଇବେ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :