• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୧ଶୀ ରାତ୍ରୀ ୦୯.୦୩ ଗତେ ୧୨ଶୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୦୩ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ।

Cancer

କର୍କଟ

Wednesday 17 Jul 2024

ପୁନର୍ବସୁ- କର୍ମ କ୍ଷେତ୍ରରେ ସମ୍ମାନ ମିଳିବ ଓ ସଫଳତା ଅର୍ଜନ କରିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବେ । ବ୍ୟବସାୟରୁ ଲାଭ ମିଳିପାରେ । ନୂଆ ଚାକିରି ପାଇପାରନ୍ତି।

ପୁଷ୍ୟା- ବିଦ୍ୟାର୍ଥୀମାନେ ପାଠ ପଢା ପ୍ରତି ଧ୍ୟାନ ଦେବେ । ଦେହ ଓ ମନ ଭଲ ରହିବ । ଖେଳାଳିମାନଙ୍କ ପାଇଁ ଦିନଟି ଭଲ ରହିବ । ମୂଲ୍ୟବାନ ଦ୍ରବ୍ୟ କିଣିପାରନ୍ତି ।

ଅଶ୍ଲେଷା- କୋର୍ଟ କଚେରୀ , ଯାନବାହନ କ୍ଷତି ଓ ଦୁର୍ଘଟଣାର ଭୟ ରହିଛି । ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ । ଅସୁବିଧାରେ ପଡି ଋଣ କରିବାକୁ ପଡିବ।

ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :