• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୧ଶୀ ରାତ୍ରୀ ୦୯.୦୩ ଗତେ ୧୨ଶୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୦୩ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ।

Pisces

ମୀନ

Wednesday 17 Jul 2024

ପୂ,ଭାଦ୍ରପଦ- ପାରିବାରିକ ସମସ୍ୟା, ଅର୍ଥାଭାବ ଉତ୍କଟ ହେବ । କର୍ମ କ୍ଷେତ୍ରରେ ବିଶେଷ ସଫଳତା ମିଳିବ ନାହିଁ । ପ୍ରିୟଜନଙ୍କ ସହିତ ମିଶିବା ପାଇଁ ଭଲ ସମୟ । ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ।

ଉ,ଭାଦ୍ରପଦ- ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉପକୃତ ହେବାର ସମ୍ଭାବନା ରହିଛି । ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।

ରେବତୀ- ବ୍ୟବସାୟୀମାନେ ଦୂର ସ୍ଥାନକୁ ଯାତ୍ରା କରିବେ । ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ । ଭୂ-ସମ୍ପତ୍ତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ ।

ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :