• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୧ଶୀ ରାତ୍ରୀ ୦୯.୦୩ ଗତେ ୧୨ଶୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୦୩ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ।

Gemini

ମିଥୁନ

Wednesday 17 Jul 2024

ମୃଗଶିରା- ଅନ୍ୟଦ୍ୱାରା ପରିଚାଳିତ ହୋଇ ସ୍ଥଗିତ କାମକୁ କରିଚାଲିବେ । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭ ପାଇବେ । ପରିବାରରେ ସ୍ଥିତି ଅନୁକୁଳ ରହିବ ।

ଆଦ୍ରା- ଅଫିସରେ ବରିଷ୍ଠ ଅଧିକାରୀ ଆପଣଙ୍କ ପ୍ରଶଂସା କରିବେ । କାହାଠାରୁ ନେଇଥିବା ଧାର ଅର୍ଥ ଫେରସ୍ତ କରିବେ । କୌଣସି କାମରେ ବିରୋଧି ପରାମର୍ଶ ମାଗିବେ ।

ପୁନର୍ବସୁ- ଗଣମାଧ୍ୟମ କର୍ମଚାରୀଙ୍କୁ ଭଲ ଲାଭ ମିଳିବ । ଧର୍ମ ଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ମନୋରଞ୍ଜନ କିମ୍ବା ସଭାସମିତିରେ ସଫଳତା ଅର୍ଜନ କରିବେ ।

ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :