/odishatv-khabar/media/post_attachments/uploadimage/library/16_9/16_9_0/_Panchang_1740110135.jpg)
Panchang
ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର । ଚନ୍ଦ୍ର-କନ୍ୟା ଅହୋରାତ୍ର । ତିଥି-୧୨ଶୀ ଦିବା ୦୨.୫୬ ଗତେ ୧୩ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ–ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୧୭ ରୁ ୦୬.୦୮
ପ୍ରାତଃ-୦୭.୦୦ ରୁ ୦୮.୩୦
ଦିବା-୧୨.୦୮ ରୁ ୦୨.୪୩
ଦିବା-୦୪.୨୬ ରୁ ୦୬.୦୯
ରାତ୍ରି-୦୭.୩୮ ରୁ ୦୮.୫୬
ରାତ୍ରି- ୦୧.୩୪ ରୁ ୦୩.୪୭
ଅଶୁଭ ସମୟ-
ରାହୁକାଳ- ଦିବା-୧୦.୦୬ ରୁ ୧୧.୪୩
କାଳବେଳା- ଦିବା ୧୦.୦୬ ରୁ ୧୧.୪୩
ବାରବେଳା- ଦିବା ୦୮.୩୦ ରୁ ୧୦.୦୬
କାଳରାତ୍ରି- ରାତ୍ରି ୦୮.୫୬ ରୁ ୧୦.୧୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)