• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ରାଜନୀତିରେ ନୂଆ ପଦବୀ ମିଳିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର ଚନ୍ଦ୍ର –ମେଷ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୦ ଗତେ ୧ପାଦ । କୃଷି-ଗୋପଶୁ ନାଶ ଶୁଭ ସମୟ- ଦିବା ୦୭/୧୫ ରୁ ୦୯/୩୬ ଦିବା ୧୦/୨୨ ରୁ ୦୭/୫୦ ସନ୍ଧ୍ୟା ୦୫/୦୦ ରୁ ୦୯/୧୦ ରାତ୍ରି ୧୧/୦୮ ରୁ ୦୧/୩୬ ରାତ୍ରି ୦୧/୩୬ ରୁ ୦୩/୧୪

Cancer

କର୍କଟ

Tuesday 11 Oct 2022

ପୁନର୍ବସୁ – ପେଟବ୍ୟଥା ଜନିତ ସମସ୍ୟା ଦେଖାଦେବ । କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ଦେଖାଦେଇ ପାରେ । ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ

ପୁଷ୍ୟା – ସ୍ଥଗିତ ଥିବା କାମ ପୂରା ହୋଇପାରେ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ । ବିଦ୍ୟାର୍ଥି ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ

ଅଶ୍ଳେଷା - ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ । ମହିଳା ମାନେ ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ

ପ୍ରତିକାର – ମାଆ ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :