• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ରାଜନୀତିରେ ନୂଆ ପଦବୀ ମିଳିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର ଚନ୍ଦ୍ର –ମେଷ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ, ମୀନ ରାଶିର ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୦ ଗତେ ୧ପାଦ । କୃଷି-ଗୋପଶୁ ନାଶ ଶୁଭ ସମୟ- ଦିବା ୦୭/୧୫ ରୁ ୦୯/୩୬ ଦିବା ୧୦/୨୨ ରୁ ୦୭/୫୦ ସନ୍ଧ୍ୟା ୦୫/୦୦ ରୁ ୦୯/୧୦ ରାତ୍ରି ୧୧/୦୮ ରୁ ୦୧/୩୬ ରାତ୍ରି ୦୧/୩୬ ରୁ ୦୩/୧୪

Libra

ତୁଳା

Tuesday 11 Oct 2022

ଚିତ୍ରା – ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ବନ୍ଧୁତା ସୂତ୍ରରେ ଆବଦ୍ଧ ରହି କର୍ତବ୍ୟରେ ତ୍ରୁଟି ରହିବ

ସ୍ୱାତୀ – ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ । ଆନୁଷ୍ଠାନିକ କାର୍ଯ୍ୟରେ ମୁଖ୍ୟ ଅତିଥୀ ଭାବରେ ଯାଇ ପାରନ୍ତି ।

ବିଶାଖା –ଭାଇ-ଭାଇ ଭିତରେ ଜମି ପାଇଁ କଳହ ଦେଖାଦେବ । ଗୃହିଣୀ ମାନେ କର୍ମତତ୍ପରତା କାରଣରୁ ଆଗେଇ ଚାଲିବେ

ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :